ଆମ ରିପୋଟରକନ୍ଧମାଳଜିଲ୍ଲା

ବାପା-ମା’ ଛେଉଣ୍ଡ ଗୀତାଞ୍ଜଳି କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବୀ !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ହନୁମାନ ମନ୍ଦିର ସାହିର ପାହଡ ଉପରେ ଗୀତାଞ୍ଜଳି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସ୍ଥିତିବାନ ଜମିରେ ଚାଲିଛି ସରକାରୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ : ଅର୍ଥ ହଡପ ଅଭିଯୋଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ସରକାରୀ ଅର୍ଥର ଅପ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅବକାରୀ ବିଭାଗର ଚଢ଼ାଉ : ୨୮ ଶହ ଲିଟର ପୋଚ ନଷ୍ଟ କରାଗଲା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଭୈରବ ସାହୁ ଙ୍କ ନେତୃତ୍ୱରେ ଏକ ଟିମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜନସାଧାରଣଙ୍କ ଦୁଃଖ ସାଜିଛି ମା ମେଘାମ୍ବରୀ ପାର୍ଶ୍ୱ ପୂର୍ତ୍ତ ବିଭାଗ ରାସ୍ତା l

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଏବଂ ବାଲୁଗାଁକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା l ଦୀର୍ଘ କୋଡିଏ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ମହିମା ସେବା ଫାଉଣ୍ଡେସନର ଦ୍ଵିତୀୟ ସ୍ଵନକ୍ଷତ୍ର ପାଳିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମହିମା ସେବା ଫାଉଣ୍ଡେସନର ଦ୍ଵିତୀୟ ସ୍ଵନକ୍ଷତ୍ର ପାଳିତ . କାର୍ଯ୍ୟକ୍ରମ ଅବସରରେ ସାରସତ ପ୍ରତିଭାଙ୍କୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ସ୍ଵାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ଵାଧୀନତାର ଅମୃତ ମହୋତ୍ସବ , ବାଣପୁରରେ ଦେଶାତ୍ମବୋଧ କବିତା ପାଠୋତ୍ସବ . ଓଡ଼ିଶା ସାହିତ୍ୟ…

ଆମ ରିପୋଟରଜିଲ୍ଲାନୟାଗଡ

ବିଶିଷ୍ଟ କଳାକାର ପ୍ରଭାତ କୁମାର ମହାରଣାଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶିଷ୍ଟ କଳାକାରଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା . ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଗଣମାଧ୍ୟମ କୁ ନାଲିଆଖି ଦେଖାଉଛନ୍ତି ଇନ୍ଦାଳ ସରପଞ୍ଚଙ୍କ ଦିଅର !!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଗଣମାଧ୍ୟମ କୁ ନାଲିଆଖି ଦେଖାଉଛନ୍ତି ଇନ୍ଦାଳ ସରପଞ୍ଚଙ୍କ ଦିଅର । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ…