ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ବଡ ରାଧାକାନ୍ତ ମଠରେ ସପ୍ତାହ ବ୍ୟାପି ଆୟୋଜିତ ଭାଗବତ ପାରାୟଣ ଉଦଯାପିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବଡ ରାଧାକାନ୍ତ ମଠରେ ସପ୍ତାହ ବ୍ୟାପି ଆୟୋଜିତ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଓଡ଼ିଶା ବନ୍ଦ : ପାରାଦୀପ କୁଜଙ୍ଗ ରେ ବନ୍ଦ ର ପ୍ରଭାବ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଓଡ଼ିଶା ବନ୍ଦ ର ପ୍ରଭାବ ପାରାଦୀପରେ ଦେଖିବାକୁ ମିଳିଛି। କଂଗ୍ରେସ ଏବଂ INDIA ମେଣ୍ଟ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ରେ ଓଡ଼ିଶା ବନ୍ଦ ଡାକରା ପ୍ରଭାବ : ଗମନାଗମନ ପୁରା ଠପ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ବନ୍ଦ ଡାକରା ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ବନ୍ଦ ର ପ୍ରଭାବ : ରାଜଧାନୀରେ ସବୁ ହୋଇଗଲା ଠପ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜ୍ଞାନେନ୍ଦ୍ର ଙ୍କ ଇସ୍ତଫା , ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା , ଏମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖୋର୍ଦ୍ଧା ର ବିଭିନ୍ନ ସ୍ଥାନରେ ବନ୍ଦ ର ପ୍ରଭାବ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦ ର ପ୍ରଭାବ ! ନିରାକାରପୁର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଦ୍ବିତୀୟ ଥର ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ସଦସ୍ୟ ଭାବରେ ମନୋନୀତ ହେଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦ୍ବିତୀୟ ଥର ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ସଦସ୍ୟ ଭାବରେ ମନୋନୀତ…

ଅପରାଧଆମ ରିପୋଟରକଟକଜିଲ୍ଲା

ଚୋରା ମାଟି ବୋଝେଇ ଟ୍ରାକ୍ଟର ଜବତ : ଦିନ ଦିପ୍ରହରେ ହେଉଛି ଚୋରା ଚାଲାଣ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦିନ ଦି ପ୍ରହରେ ଚୋରା ବାଲି, ଚିପ୍ସ, ମୋରମ ପଥର ଖୁଲୁମ ଖୁଲା…

ଆମ ରିପୋଟରଜିଲ୍ଲାବରଗଡ଼

ଦୀର୍ଘ ଦିନ ଧରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ : ଗୁଳୁଗୁଳିରେ ବେହୋସ ହେଲେ ଛାତ୍ରୀ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର…