ସମ୍ବଲପୁର ଏବଂ ଗୁଣୁପୁର ମଧ୍ୟରେ ଟ୍ରେନ୍ ସେବା ପୁନଃଆରମ୍ଭ କରିବା ପାଇଁ ପୂର୍ବତଟ ରେଳପଥର ମହା ପ୍ରବନ୍ଧକଙ୍କୁ ଚିଠି ଲେଖିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ !!!
ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଗକୁ ପାର୍ବଣ ଆସୁଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ…

