ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଭାରତୀୟ କିସାନ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ଛକ ରାମମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିସାନ ସଙ୍ଘ ପକ୍ଷରୁ…

ଅପରାଧଆମ ରିପୋଟରକଟକଜିଲ୍ଲା

ଦିନ ଦ୍ୱିପ୍ରହର ରେ ବନ୍ଧୁକ ଦେଖାଇ ଲୁଟି ନେଲେ ୫ ଲକ୍ଷ ୪୬ ହଜାର ଟଙ୍କା !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟକ ଚାନ୍ଦବାଲି ରାସ୍ତାର ରାଣୀପଡ଼ା ଛକ ଠାରେ ବନ୍ଧୁକ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବରିଷ୍ଠ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର ନାଥ ପଣ୍ଡା ଙ୍କ ଦ୍ଵିତୀୟ…

ଆମ ରିପୋଟରଗଜପତିଜିଲ୍ଲା

ପ୍ରଗତି ମହିଳା ସଂଗଠନ ପକ୍ଷରୁ ଶିଶୁ ଦିବସ ପାଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପ୍ରଗତି ମହିଳା ସଂଗଠନ ଓ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

” ଶିଶୁ ହସିଲେ ଦୁନିଆ ହସେ ” କାର୍ଯ୍ୟକ୍ରମ ଆୟୋଜିତ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସହର ଖଣ୍ଡପଡା ରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ” ଶିଶୁ ହସିଲେ ଦୁନିଆ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସରକାରୀ ଜାଗା ଜବରଦଖଲ ଉଚ୍ଛେଦକୁ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରୀ ଜାଗା ଜବରଦଖଲ ଉଚ୍ଛେଦକୁ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର ! ସୋରଣ ଓ…

ଆମ ରିପୋଟରଜିଲ୍ଲାନୟାଗଡ

ଓଡ଼ଗାଁ ବ୍ଳକ ଭାଡ଼ିକିଳାରେ ବିଜେପିର କର୍ମୀ ସମ୍ମିଳନୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ବିଜେପି ତରଫରୁ ଓଡଗାଁ ବ୍ଲକର ଭାଡ଼ିକିଳା ପଞ୍ଚାୟତ ଖେଳ ପଡିଆ ଠାରେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଇନର ହୁଇଲ କ୍ଲବ ରେ ନୂତନ ସଦସ୍ୟା ଙ୍କ ଯୋଗଦାନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଇନର ହୁଇଲ କ୍ଲବ ଓଡ଼ିଶା ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ଟି ଚିରଞ୍ଜିବୀ ନୟାଗଡ଼ ରୋଟାରୀ…

ଆମ ରିପୋଟରଗଜପତିଜିଲ୍ଲା

ଅଭ୍ୟାସ ଟେକ୍ନୋ ସ୍କୁଲ ରେ ଶିଶୁ ଦିବସ ପାଳିତ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଚାଚା ନେହେରୁଙ୍କ ଜନ୍ମଦିନରେ ପଦ୍ମପୁର ସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲ ରେ ଶିଶୁ ଦିବସ…