ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ଟଙ୍କା ନେଇ ଖାଉଟି କାର୍ଡ଼ରେ ହେଲା ଦସ୍ତଖତ : ହିତାଧିକାରୀ ପାଇଲେନି ଚାଉଳ ଓ କିରାସିନି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖାଇଗଲେ କି ସରକାରୀ ବାବୁ , ଆସୁଥିବା ଚାଉଳ ଓ କିରାସିନି । ସରକାର…

ଆମ ରିପୋଟରକଟକଜିଲ୍ଲା

ସ୍ୱଚ୍ଛତା ଅଭିଯାନରେ ଉତ୍କଳ ବିକାଶ ପରିଷଦ ର ଭୂମିକା ଗୁରୁତ୍ବପୂର୍ଣ୍ଣ : ସାଧାରଣ ଜନତା ।

କଟକ ସଦର (ଆୱ୍ଵାଜ ମିଡ଼ିଆ) ଶ୍ରୀକାନ୍ତ ବେଉରା : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ପୌରାଧ୍ୟକ୍ଷ ଫଳାଫଳ : ଚିଲିକାର ଉଭୟ ଆସନ ହାତେଇଲା ବିଜେଡ଼ି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୌର ନିର୍ବାଚନ ପାଇଁ ସାରା ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ଅନେକ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୟାଗଡ ରେ ବିଜେଡି ର କ୍ଲିନ ସୁଇପ : ହାତେଇଲା ଅଧ୍ୟକ୍ଷ ପଦ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମ୍ୟୁନିସିପାଲଟି ରେ ବାଜି ମାରିଲା ବିଜେଡି । ଖାତା ଖୋଲିବାକୁ ସମର୍ଥ ହୋଇ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ସାଧବାଣୀ ନାୟକ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ସାଧବାଣି ନାୟକ ନିର୍ବାଚିତ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟରେ କୋଭିଡ୍ ଟୀକାକରଣ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟରେ ୧୨ ରୁ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଳ ଗାଁରେ ଅଭାବନୀୟ ଘଟଣା !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଳ ଗାଁ ରେ ଘଟିଯାଇଛି ଅଭାବନୀୟ ଘଟଣା .…

ଆମ ରିପୋଟରଗଜପତିଜିଲ୍ଲା

ବନବିଭାଗ କର୍ମଚାରୀଙ୍କୁ ଜୟଦେବ ଭବନ ଠାରେ କରାଗଲା ସମ୍ବର୍ଦ୍ଧିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବନଖଣ୍ଡ ତଥା ଦେବଗିରି ବନାଞ୍ଚଳରେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ଶିବରାମ ସାବତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗି ଫାଲକନ ଫିଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା : ଜଣେ ମୃତ ଆଉ ଜଣେ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟ୍ରକ କୁ ପିଟିଲା ଟ୍ରକ , ଦୁଇ ଗୁରୁତର . ଗୁରୁତର ଙ୍କୁ ଟାଙ୍ଗି…

ଆମ ରିପୋଟରଗଜପତିଜିଲ୍ଲା

ସଖୀ – ୱାନଷ୍ଟପ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ…