ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାରଙ୍ଗ ଜିଲ୍ଲା ପରିଷଦ ଫାଇଟ : ତୁଷାରଙ୍କ ରାସ୍ତାରେ ନଳିନୀ କଣ୍ଟା !!!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଳୀୟ ପ୍ରାର୍ଥୀଙ୍କୁ ଅଡୁଆ ସ୍ୱାଧୀନ ପ୍ରାର୍ଥୀ . ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ୩୨…

Breaking newsଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନୂଆ ଡିଜିପିଙ୍କ ପ୍ରଥମ କନ୍ଧମାଳ ଗସ୍ତ: ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନୂଆ ଡିଜିପିଙ୍କ ପ୍ରଥମ କନ୍ଧମାଳ ଗସ୍ତ , ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ…

ଆମ ରିପୋଟରଗଜପତିଜିଲ୍ଲା

ପୌର ପରିଷଦ ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ ।।

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ ହୋଇଯାଇଛି…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

କଂଗ୍ରେସ ଷ୍ଟାଣ୍ଡ ରେ ବିଜେଡି ବ୍ୟାନର : ବଢୁଛି ଉତ୍ତେଜନା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନିର୍ବାଚନ ତାରିଖ ପାଖେଇ ଆସୁଥିବା ସମୟରେ ବଢ଼ିବାରେ ଲାଗିଲାଣି ଆରୋପ ପ୍ରତ୍ୟାରୋପ . ପୋଷ୍ଟର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ନିର୍ବାଚନୀ ହିଂସା ରୋକିବା ଲାଗି ବାଣପୁର ପୋଲିସର ଫ୍ଲାଗ ମାର୍ଚ୍ଚ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ । ଚଳିତ ଥର କରୋନା ମହାମାରୀ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ବିଜେଡି ପାଇଁ ପ୍ରଚାରରେ ମାତିଛନ୍ତି ଅଙ୍ଗନବାଡି କର୍ମୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିର୍ବାଚନ ଆଚରଣ ବିଧି କିମ୍ବା ଗାଇଡ଼ ଲାଇନ ମାନୁ ନାହାନ୍ତି ଶାସକ ଦଳ ସମର୍ଥିତ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ବାଣପୁରରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପୋତା ହୋଇଥିବା ଗୁଜବ : ଗ୍ରାମରେ ଭୟର ବାତାବରଣ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶନି ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

ନୟାଗଡ ପ୍ରଚାର ମୈଦାନକୁ ଆସି ନାହାନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ କୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେବାରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମେଘାମ୍ବରୀ ମନ୍ଦିର ନିକଟରେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଦ୍ୱାରା ଯୁବକ ଜଣକ ଗୁରୁତର ଆହତ…