Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ସମୃଦ୍ଧ ବାଙ୍କୀ ର ପକ୍କା ରାସ୍ତା : ଶସ୍ତା ସ୍ଲୋଗାନ ରେ ମାତି ଲୋକେ ହେଲେଣି ହୀନସ୍ତା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି ସମୃଦ୍ଧ ବାଙ୍କୀ ର ପକ୍କା ରାସ୍ତା ,…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ରାସ୍ତା ପାଲଟିଛି ପୋଖରୀ : ପ୍ରଶାସନ ର ନିଦ ଭାଙ୍ଗୁନି !!!

କଳାପଥର // ବୋଲଗଡ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ // ଗଙ୍ଗାଧର ସାହୁ : ବହୁବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ : ୩ ଗିରଫ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ , ୩ ଗିରଫ . ଶିଳ୍ପପତି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

କୋଦୁଅବେରଣୀ – ଭାପୁର ବାଇପାସ୍ ରାସ୍ତା ନିର୍ମାଣକୁ ବିରୋଧ : ଜମି ମାଲିକଙ୍କ ଆତ୍ମହତ୍ୟା ଧମକ !!!

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ନୟାଗଡ ଡିଭିଜନ ପୂର୍ତ୍ତ ବିଭାଗ ଅଧିନରେ ୧୧ କିଲୋମିଟର ରାସ୍ତା କୋଦୁଅବେରଣୀ ଠାରୁ ଭାପୁର…

Breaking newsଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ବଡ ମେଡ଼ିକାଲରେ ଚାକିରୀ କରାଇ ଦେବା ପାଇଁ ଚାଲିଛି ଡିଲ !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ମାମଲା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

କାରଗିଲ୍ ବିଜୟ ଦିବସ ପାଳିତ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ହନୁମାନ ଶକ୍ତି ଜାଗରଣ ସମିତି ନିଶ୍ଚିନ୍ତକୋଇଲି ଆନୁକୂଲ୍ୟରେ ଯୁବଶକ୍ତି ଭାରତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ . ଦେଶର ସର୍ବୋଚ୍ଚ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଓଲିଉଡ ଷ୍ଟାର ବାବୁସାନ ଙ୍କ ପତ୍ନୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଝଗଡ଼ା ଭିଡିଓ ଭାଇରାଲ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଲିଉଡ ଷ୍ଟାର ବାବୁସାନଙ୍କ ପତ୍ନୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଝଗଡ଼ା ଭିଡିଓ ଭାଇରାଲ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରୁଛି ଟାଟା ପାୱାର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରିଛନ୍ତି ଟାଟା କର୍ତ୍ତୃପକ୍ଷ .…

ଆମ ରିପୋଟରକଟକଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜନୀତିରାଜ୍ୟ

ଶିରୋମଣୀ ଅକାଳୀ ଦଳ ସାଂସଦ ସିମ୍ରନଜିତ ସିଂ ମାନ ଙ୍କ ବିରୁଦ୍ଧରେ ଓଡିଶା ସୁରକ୍ଷା ସେନା ର ଏତଲା !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଶିରୋମଣୀ ଅକାଳୀ ଦଳ ସାଂସଦ ସିମ୍ରନଜିତ ସିଂ ମାନ ଙ୍କ ବିରୁଦ୍ଧରେ ଓଡିଶା ସୁରକ୍ଷା…