Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ପାନୀୟ ଜଳଦାନ କେନ୍ଦ୍ର ଶୁଭାରମ୍ଭ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ଦ୍ୱାରା ପାନୀୟ ଜଳ ଯୋଗାଣ କେନ୍ଦ୍ର ର…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ନେମାଳ ଥାନା ଅଞ୍ଚଳରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା : ପୋଲିସ ବର୍ଦି ପିନ୍ଧିଛି କାହିଁ ପାଇଁ ?

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଚାଲିଛି ଦୋଳ ମେଲଣ ର ପର୍ବ । ବୁଢ଼ା ଠୁ ଛୁଆ ସମସ୍ତେ ମସଗୁଲ୍…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ଜଗତସିଂହପୁର ଜିଲ୍ଲା ନାଟକ ପ୍ରତିଯୋଗିତାରେ ବାଙ୍କୀ କଳାକାର ପୁରସ୍କୃତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳା, ସାହିତ୍ୟ ଓ ସଂସ୍କୃତିର ପୀଠ ହେଉଛି ବାଙ୍କୀ । ଓଡିଆ ନାଟ୍ୟ…

Breaking newsଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର : ହସ୍ପିଟାଲରେ ଭର୍ତ୍ତି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର , ହସ୍ପିଟାଲରେ ଭର୍ତ୍ତି . ଖୋର୍ଦ୍ଧା…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାରଙ୍ଗରେ ଫୁଟିଲା ପଦ୍ମ : ଶାସକ ଦଳର କ୍ଲିନ ସୁଇପ ଆଶା ମଉଳିଲା !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଫସର ଫାଟିଲା ବିଜେଡି ର ହାଇ ଭୋଲଟେଜ ପ୍ରଚାର , କାମ ଦେଲାନି ସାମାଜିକ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ରୋଟାରୀ କ୍ଲବ ଅଫ ଇନଫୋସିଟି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀର ପଟିଆ ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ…

ଆମ ରିପୋଟରକଟକଖୋର୍ଦ୍ଧାମୁଖ୍ୟ ଖବରରାଜନୀତିରାଜ୍ୟ

ଭୋଟ ଗଣତି ଆରମ୍ଭ : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆରମ୍ଭ ହୋଇଛି ଗଣତି . ସବୁ ଆକଳନ କୁ ପଛରେ ପକାଇ ବହୁ ଆଗରେ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାଜିଲା ପୌର ବିଗୁଲ : ମାର୍ଚ୍ଚ ୨୪ ରେ ଲଢେଇ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗରାମଗରମ ମାହୋଲ ଥଣ୍ଡା ନପଡ଼ୁଣୁ , ରାଜ୍ୟରେ ବାଜିଲା ପୌର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାଣପୁରରେ ସାମ୍ବାଦିକ ଙ୍କୁ ଆକ୍ରମଣ ପଡିଲା ମହଙ୍ଗା : ମୁଖ୍ୟ ଅଭିଯୁକ୍ତ ଏବେ ପୋଲିସ ପଞ୍ଜାରେ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପରିସରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ…