ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀରେ ବେଆଇନ ପଥର ଖଣି ଉପରେ ଚଢାଉ : ତିନୋଟି ପାୱାର ଟିଲର ଜବତ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଂଜ୍ ଅଂଚଳରେ ବଢି ଚାଲିଛି ବେଆଇନ ମାଙ୍କଡା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚୋରୀ ଲୁହା ଛଡ ନେଇ ଯାଉଥିବା ଟ୍ରକ କୁ ଜବତ କରିଛି ପୁଲିସ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରୁ ଚୋରି ହୋଇ ଯାଇଥିବା ଲୁହା ଛଡ ନେଇ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ବିପୁଳ ପରିମାଣରେ ଦେଶୀ ମଦ ସହିତ ବିଅର୍ ଜବତ , ୩ ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳ ଚନ୍ଦ୍ରାପୁଟ, ରଘୁନାଥ ପ୍ରସାଦରେ ଚଢ଼ାଉ କରି ବାଲୁଗାଁ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଦୁଷ୍କର୍ମ ମାମଲା : ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଘରେ କେହି ନଥିବା ଅବସ୍ଥା ରେ କଳାକନା ବୁଲାଇଲେ ଦୁର୍ବୁତ୍ତ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଘରେ କେହି ନ ଥିବା ଅବସ୍ଥା ରେ କଳାକନା ବୁଲାଇଲେ ଦୁର୍ବୁତ୍ତ , ଲକ୍ଷାଧିକ…

ଅପରାଧଆମ ରିପୋଟରକଟକଜିଲ୍ଲା

ମା କୁ ହତ୍ୟା କଲା ନୃଶଂସ ପୁଅ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଏଭଳି ଏକ ରୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ନୟାଗଡ଼ ସମବାୟ ସମିତି ସଭାପତି ନିର୍ବାଚନ କୁ ନେଇ ବୋମା ମାଡ଼ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସମବାୟ ସମିତି ସଭାପତି ନିର୍ବାଚନ କୁ ନେଇ ବୋମା ମାଡ଼ । ବିଳମ୍ବିତ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବାଇକ୍ ଚୋରି ଗ୍ୟାଙ୍ଗ ଗିରଫ : ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳରେ ବାଇକ୍ ଚୋରି ଗ୍ୟାଙ୍ଗ ଗିରଫ , ସମସ୍ତ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଘାଷେଡିହ ଅଞ୍ଚଳରେ ପୁଲିସ ଦ୍ୱାରା ମଦ ବୋଝେଇ କାର ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାଷେଡିହ ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୋତର ଗ୍ରାମପଞ୍ଚାୟତ ସମବାୟ ସମିତି ସଭାପତି ନିର୍ବାଚନ ରେ ଅନିୟମିତତା ଅଭିଯୋଗ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନୋତର ଗ୍ରାମପଞ୍ଚାୟତ ସମବାୟ ସମିତି ସଭାପତି ନିର୍ବାଚନ ରେ ଅନିୟମିତତା ଅଭିଯୋଗ…