ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଆମେ ମିଳିମିଶି ଖାଇଛୁ : ମୁଁ ଏକୁଟିଆ କାହିଁକି ଜୋରିମାନା ଦେବି !!

ତଦନ୍ତ ରିପୋର୍ଟ ବିରୋଧରେ କରିଥିବା ମାମଲାରେ ଅଙ୍ଗନବାଡି କର୍ମୀଙ୍କ ସ୍ୱିକାରୋକ୍ତି କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଦୁର୍ନୀତିର ଗନ୍ତାଘର…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଟ୍ୟାଙ୍କର ଡ୍ରାଇଭରଙ୍କୁ ମାଡ଼ ମାରି ତେଲ ଲୁଟ : ମାର୍ଶାଘାଇ ଥାନାରେ ୫ ଅଟକ ।

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଟ୍ୟାଙ୍କର ଡ୍ରାଇଭରଙ୍କୁ ମାଡ଼ ମାରି ତେଲ ଲୁଟ : ମାର୍ଶାଘାଇ ଥାନାରେ ୫…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପାରିବାରିକ କଳହରୁ ବିଷ ପିଇଲେ ଦମ୍ପତି : ସ୍ୱାମୀ ମୃତ , ସ୍ତ୍ରୀ ଅସୁସ୍ଥ

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାରିବାରିକ କଳହରୁ ଦମ୍ପତି ବିଷ ପିଇଥିବା ଜଣାଯାଇଛି । ଏଥିରେ ସ୍ତ୍ରୀ ଅସୁସ୍ଥ ହୋଇ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପୋଲିସ ପାଟ୍ରୋଲିଂ ଯୋଗୁଁ ଦାରିଙ୍ଗବାଡି ରେ ଏଟିଏମ ଲୁଟ ଉଦ୍ୟମ ବିଫଳ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ : ଜଣେ ମହିଳାଙ୍କ ସମେତ ୩ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଭିଜିଲାନ୍ସ ଜାଲରେ ପଡିଲେ ନୟାଗଡ଼ ଜିଲ୍ଲା ପୂର୍ବତନ ଶିଳ୍ପ ତାଲିମ କେନ୍ଦ୍ର ଆଇପିଓ ସୀତାରାମ ସାହୁ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭିଜିଲାନ୍ସ ଜାଲରେ ପଡିଲେ ନୟାଗଡ଼ ଜିଲ୍ଲା ପୂର୍ବତନ ଶିଳ୍ପ ତାଲିମ କେନ୍ଦ୍ର ଆଇପିଓ ସୀତାରାମ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ଡମପଡା ବ୍ଲକ ମନରେଗା ମହାଦୁର୍ନୀତି : ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି !!!

ବ୍ୟାପକ ସ୍ତରରେ ଆନ୍ଦୋଳନ ପାଇଁ କଂଗ୍ରେସର ଚେତାବନୀ ବାଙ୍କୀ // ଡମପଡା ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ସୁବ୍ରତ କୁମାର ନାୟକ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗୁଳି ଫୁଟାଇ ଟଙ୍କା ଲୁଟିଲେ ଦୁର୍ବୁତ୍ତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗୁଳି ଫୁଟାଇ ଟଙ୍କା ଲୁଟିଲେ ଦୁର୍ବୁତ୍ତ ଢେଙ୍କାନାଳ ବଳଦିଆ ବନ୍ଧ ପେଟ୍ରୋଲ ପମ୍ପ ରୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ରେଳ ଷ୍ଟେସନରେ ସ୍ଵତନ୍ତ୍ର ଯାଞ୍ଚ ଅଭିଯାନ : ୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ…