ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ପୋକସୋ ଏବଂ ପିଡ଼ୀତା ସହାୟତା ସଚେତନତା କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ଲାଠିପଡାରେ, ନୟାଗଡ ଜିଲ୍ଲା ଆଇନ ସେବା ଆନୁକୁଲ୍ୟରେ ପୋକସୋ ନିୟମ…

ଅପରାଧଆମ ରିପୋଟରକଟକଜିଲ୍ଲାମୟୁରଭଞ୍ଜ

ସ୍ମାର୍ଟ ଫୋନ ଯୁଗରେ ଟିକେ ଦେଖି ଚାହିଁ ନେଲେ ହୁଅନ୍ତା ନାହିଁ !!!

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କାମ ପାଇଁ ଖାକି ବାଲା ନିଅନ୍ତି ଲାଞ୍ଚ – ଏହା ଏକ ଅଘୋଷିତ ଆଇନ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ମାଧପୁରରେ ମାସକର ନିଷ୍ପାପ ଶିଶୁର ସନ୍ଦେହଜନକ ମୃତ୍ୟୁ : ସାଧାରଣରେ ଉଦବେଗ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମାଧପୁରରେ ଏକ ମାସକର ନିଷ୍ପାପ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀ

ଦୟାନଦୀ ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର !!!

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ ନିକଟରୁ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ରାୟଗଡା ରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ : ଜଣେ ଅଟକ , ଦୁଇ ଚମ୍ପଟ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାୟଗଡ଼ା ଜିଲ୍ଲା ତେଲେଙ୍ଗାପଦର ଗାଁ ରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ହୁଡ଼ି ସାହିରେ ସ୍ବାମୀ ଅତ୍ୟାଚାର ସହି ନପାରି ଥାନା ଦ୍ବାରସ୍ଥ ହେଲେ ମହିଳା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହୁଡ଼ିସାହିରେ ସ୍ବାମୀ ଅତ୍ୟାଚାର ସହି ନପାରି ଜଣେ ମହିଳା ସୁକିନ୍ଦା…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ନାବାଳିକା ଅପହରଣ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନାବାଳିକା ଅପହରଣ କରିଥିବା ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ ! ସୁକିନ୍ଦା ଥାନା ଅଞ୍ଚଳର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ପତ୍ନୀକୁ ଛାଡି ଅନ୍ୟ ଯୁବତୀଙ୍କ ସହ ରହୁଥିବା ଅଭିଯୋଗ ନେଇ ପତ୍ନୀ ଥାନାର ଦ୍ବାରସ୍ଥ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ନିଜ ପତ୍ନୀକୁ ଛାଡି ଅନ୍ୟ ଯୁବତୀଙ୍କ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଟାଟା କମ୍ପାନୀ ପରିସରରେ ଥିବା ଗାଡିରୁ ତେଲ ଚୋରି ଘଟଣାରେ , ଦୁଇ ଯୁବକ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟାଟା କମ୍ପାନୀ ପରିସରରେ ଥିବା ଗାଡିରୁ ତେଲ ଚୋରି ଘଟଣାରେ , ଦୁଇ ଯୁବକ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରଙ୍ଗିଟାଙ୍ଗର ଗ୍ରାମରେ ଅବକାରୀ ଚଢାଉ : ଦେଶୀ ମଦ ଜବତ , ମହିଳା ଗିରଫ !!!

ଯାଜପୁର ( ଆୱାଜ ମିଡିଆ ) – ଜିଜ୍ଞାସୁ ସାହୁ : ଅବକାରୀ ବିଭାଗ ପକ୍ଷରୁ ରଙ୍ଗିଟାଙ୍ଗର ଗ୍ରାମରେ ଚଢାଉ, ଦେଶି ମଦ ଜବତ ମହିଳା ଗିରଫ…