ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଟାଟା ପାୱାର ଗ୍ରୀଭେନ୍ସ ରିଡ୍ରେସାଲ ଫୋରମ ସଭାପତି ବାଣୀ ଭୂଷଣ ମହାନ୍ତି ଙ୍କ ନାମରେ ଅପରାଧିକ ମାମଲା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରୁଛି ଟାଟା ପାୱାର . ଜୁଲାଇ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ସୋଲରୀ ଷ୍ଟେସନ ନିକଟସ୍ଥ ଟ୍ରାକ୍ ରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ସକାଳୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଓ ସୋଲରୀ ଷ୍ଟେସନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ : ୨ ଚୋରା ଦେଶୀ ମଦ ବେପାରୀ ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶନିବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ପୁଲିସ କବଜାରେ ବାଙ୍କୀ ଡବଲ ମର୍ଡର ଘଟଣାର ଆଉଜଣେ ଅଭିଯୁକ୍ତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପୁଲିସ କବଜାରେ ବାଙ୍କୀ ଡବଲ ମର୍ଡର ଘଟଣାର ଆଉ ଜଣେ ଅଭିଯୁକ୍ତ . ସମଗ୍ର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବଡ଼ ଧରଣର ଗୋ ଚାଲାଣ ଯୋଜନା ପଣ୍ଡ : ବାଲୁଗାଁ ଏସଡିପିଓଙ୍କ ନେତୃତ୍ଵରେ ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରକ୍ଷା ବନ୍ଧନରେ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

କାଳିଆପାଣି ଟ୍ରକ୍‌ ପାର୍କିଂ ୟାର୍ଡରେ ୨ ଯୁବକ ପିଟାପିଟି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଟ୍ରକ୍‌ ପାର୍କିଂ ୟାର୍ଡରେ ୨ ଯୁବକ ପିଟାପିଟି , ଗୁରୁତର ଅବସ୍ଥାରେ ମେଡିକାଲରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସ୍ବାମୀ, ପିଲା ଛୁଆ କୁ ଛାଡି ଫେରାର ହୋଇଥିବା ମହିଳାଙ୍କୁ ଧରି ପକେଇଲେ ପରିବାର ଲୋକେ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦେଖିବାକୁ ମିଳିଛି ପରକୀୟା ପ୍ରୀତି ର କରୁଣ ପରିଣତି ।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ବାପା ଉପରକୁ ବୋମା ମାଡ କଲା ପୁଅ : ପୁଲିସ ର ତଦନ୍ତ ଜାରି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବୋମା ମାଡ଼ ହୋଇଥିବାର ସୂଚନା ମିଳିଛି ।…