ଆମ ରିପୋଟରକଟକଜିଲ୍ଲା

ନୟାନ୍ତ କଲାଣି ଭାରୀଯାନ ଚଳାଚଳ : ରାସ୍ତା ଅବରୋଧ କଲେ ଜନସାଧାରଣ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ କଟିକଟା – ଜୟପୁର ପୂର୍ତ୍ତ ବିଭାଗ ରାସ୍ତାରେ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ବିଶ୍ୱ ସ୍ତରୀୟ ହେବାକୁ ଥିବା ଏସସିବି ମେଡିକାଲର ବାସ୍ତବ ରୂପ !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଏସସିବି ମେଡିକାଲ , କେବଳ ଏକ ମେଡିକାଲ ନୁହେଁ, ବରଂ ଏକ ରିସର୍ଚ୍ଚ ସେଣ୍ଟର…

ଆମ ରିପୋଟରକଟକଜିଲ୍ଲା

ଆତ୍ମନିର୍ଭର କୃଷକ ଅଭିଯାନ ସଂକଳ୍ପ ଯାତ୍ରାକୁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କଟକ ଶାଖା ତରଫରୁ ଆତ୍ମନିର୍ଭର କୃଷକ ଅଭିଯାନ…

ଆମ ରିପୋଟରକଟକଖେଳଜିଲ୍ଲାରାଜ୍ୟ

ସ୍ନତନ୍ତ୍ର ଟିକେଟ କାଉଣ୍ଟର ପାଖରେ ଅଘଟଣ : ସମସ୍ତେ ଦେଖି ଉପଭୋଗ କଲେ , ହେଲେ କେହି କଲେନି ପ୍ରତିବାଦ !!!

କଟକ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାରବାଟି ଟି ୨୦ କ୍ରିକେଟ୍ ଖେଳ ଆଉ ମାତ୍ର ୨ ଦିନ ବାକିଥିବା…

ଆମ ରିପୋଟରକଟକଜିଲ୍ଲା

ମନ ମୋହିଲେ ଦୃଷ୍ଟିହୀନ କଳାକାର !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦୃଷ୍ଟିହୀନ ପିଲାମାନେ କଲେ ଲୋକ ମାନଙ୍କ ମନୋରଞ୍ଜନ . କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ…

ଆମ ରିପୋଟରକଟକଜିଲ୍ଲା

ପଣ୍ଡିତ ରଘୁନାଥ ମାଝୀଙ୍କ ବିୟୋଗରେ ସରସ୍ଵତୀ କଳା ପରିଷଦ ପକ୍ଷରୁ ଶୋକ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ରାଉତରାପୁର ନିବାସୀ ସମାଜସେବୀ, ସାରସ୍ଵତ ସାଧକ…

ଆମ ରିପୋଟରକଟକଜିଲ୍ଲା

ଇପିଏଫ୍ ପେନସନ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପ୍ରେରଣ ଅଭିଯାନ !!!

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ର କଟକ ଜିଲ୍ଲା କମିଟି ପକ୍ଷରୁ ଖାନନଗର…

ଆମ ରିପୋଟରକଟକଜିଲ୍ଲା

ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧନା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମ ମୌଜାର ରାଜ୍ୟପାଳ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ !!!

ଭୁବନେଶ୍ୱର ବ୍ୟୁରୋ ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ କ୍ରିଷ୍ଣାଞ୍ଜଳୀ ସାହୁ…