ଗଜପତି ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ନେଇ ଉଠିଲା ପ୍ରଶ୍ନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବିଭିନ୍ନ ସରକାରୀ ଅଫିସ , ସପିଙ୍ଗ ମଲ , ଦୋକାନ ବଜାର ଅଗ୍ନିକାଣ୍ଡ ଘଟଣାରେ ସୁରକ୍ଷିତ ଉପରେ ପ୍ରଶ୍ନ ଉଠିଛି । ଜିଲ୍ଲାରେ ବର୍ତ୍ତମାନ ବିଭିନ୍ନ ସରକାରୀ ଅଫିସ ରେ ଅଗ୍ନିକାଣ୍ଡ ଘଟିବା ପରେ ଏନେଇ ସୃଷ୍ଟି ହୋଇଛି ପ୍ରଶ୍ନ ! କିଛି ଦିନ ତଳେ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିଲା ! ସେହିଭଳି ପୌର ପରିଷଦ ରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା , ଏକ ସପିଙ୍ଗ ମଲରେ ମଧ୍ୟ ଅଗ୍ନିକାଣ୍ଡ ଘଟଣା ପରେ ଅଗ୍ନି ନିରାପତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *