ଆମ ରିପୋଟରକନ୍ଧମାଳଜିଲ୍ଲା

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ : ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବେଲଘର ନିକଟସ୍ଥ ଡିମ୍ବୁଲି ପାହାଡ ପାଦ…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ନୃସିଂହ ଦେବଙ୍କ ପୀଠରେ ଦୁଇ ଦିନାତ୍ମକ ହନୁମାନ ଚାଳିଶ ପଠନ ହୋମଯଜ୍ଞ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନୃସିଂହ ଦେବଙ୍କ ପୀଠରେ ଦୁଇ ଦିନାତ୍ମକ ହନୁମାନ ଚାଳିଶ ପଠନ ଓ ହୋମଯଜ୍ଞ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ କଲେଜ : ମନ ପ୍ରାଣ ଶରୀରରେ ନୈତିକତା ପ୍ରତିଫଳିତ ହେବା ଆବଶ୍ୟକ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ ” ପ୍ରୟୋଗlତ୍ମକ ନୈତିକତାର ଦୃଷ୍ଟିଭଙ୍ଗୀ “ଶୀର୍ଷକ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥ‌ିବା ଅତ୍ୟାବଶ୍ୟକୀୟ ସାମଗ୍ରୀ…

ଆମ ରିପୋଟରକଟକଜିଲ୍ଲା

ଅଧ୍ୟାପକ କେଵେ ସ୍ଥାୟୀ ହେବେ : ସ୍ୱଳ୍ପ ଦରମାରେ ପନ୍ଦରରୁ କୋଡିଏ ବର୍ଷ ଖଟିଲା ପରେ ବି ସରକାର ଏଠି ଅନ୍ଧ ମୁକ ଏବଂ ବଧିର !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଆଉ ଗୋଟିଏ ମାସ ପରେ…

ଆମ ରିପୋଟରଜିଲ୍ଲାବରଗଡ଼

ମୁଖ୍ୟମନ୍ତ୍ରୀ ଙ୍କ ବରଗଡ ଓ ବିଜେପୁର ଗସ୍ତ !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମୁଖ୍ୟମନ୍ତ୍ରୀ ଙ୍କ ବରଗଡ ଓ ବିଜେପୁର ଗସ୍ତ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆମ ରିପୋଟରଗଜପତିଜିଲ୍ଲା

ରାଜସ୍ବ ନିରୀକ୍ଷକଙ୍କ 6 ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ କଲମ ଛାଡ ଆନ୍ଦୋଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଅଗ୍ରଣୀ ମାସିକ ପତ୍ରିକା ସୌଦାମିନୀ ର ଷଷ୍ଠ ସଂସ୍କରଣ ପାଇଁ କଭର ପୃଷ୍ଠା ଉନ୍ମୋଚିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ମାସିକ ପତ୍ରିକା ସୌଦାମିନୀ ର ଷଷ୍ଠ ସଂସ୍କରଣ ପାଇଁ କଭର ପୃଷ୍ଠା ଉନ୍ମୋଚିତ…