ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଭୀମପୁର ହରିଜନ ସାହି ଗାଁ ଦାଣ୍ଡରେ ବଡ ଭାଇକୁ ବିଭତ୍ସ ହତ୍ୟା : ସାନଭାଇ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୁଇ ଭାଇ ନିଜ ଦାଣ୍ଡ ଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ଜଣେ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ଇଟାମାଟି ପଞ୍ଚାୟତର ୨୦ ବିଜେପି କର୍ମୀ ବିଜେଡିରେ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଜୁ ଜନତା ଦଳର ନୀତି ଓ ଆଦର୍ଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ନୟାଗଡ଼…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜୀବନ ଜୀବିକା ହରାଉଛନ୍ତି ଚିଲିକା ଅଞ୍ଚଳ ମତ୍ସ୍ୟଜୀବି : ଆନ୍ଦୋଳନ ପାଇଁ ସଜବାଜ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ଲାଗି ସମଗ୍ର ଚିଲିକା ରହିଥବା ବେଳେ ତା…

ଆମ ରିପୋଟରଜିଲ୍ଲାଯାଜପୁର

ସରକାରୀ ସୁବିଧା ସୁଯୋଗ ମିଳିବା ପର୍ଯ୍ୟନ୍ତ ବାଟାଲିୟନ ପକ୍ଷରୁ ମିଳିବ ସହାୟତା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅସହାୟ ଦମ୍ପତିଙ୍କୁ ସହାୟତାର ହାତ ବଢ଼ାଇଲେ ଦୁର୍ଗପତି ! ସୁକିନ୍ଦା ଅଞ୍ଚଳର ଜଣେ ଅସହାୟ…

ଆମ ରିପୋଟରକଟକଜିଲ୍ଲା

ରଙ୍ଗାରଙ୍ଗ ପରିବେଶରେ ମାହାଙ୍ଗା ମହୋତ୍ସବ ଓ ଚନ୍ଦନ ଯାତ୍ରା ଉଦଘାଟିତ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବ୍ରହ୍ମକ୍ଷେତ୍ର ଜିଗ୍ନିପୁର ରେ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଚନ୍ଦନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ପାରିବାରିକ କଳହ ହେଲା ଅନ୍ତ : ସ୍ତ୍ରୀ ଙ୍କ ଅଭିଯୋଗ ହେଲା ଖାରଜ , ସ୍ବାମୀ ଓ ପରିବାର ନିର୍ଦ୍ଦୋଷରେ ଖଲାସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୈଣସି କାରଣ କୁ ନେଇ ପାରିବାରିକ କଳହକୁ କେନ୍ଦ୍ରକରି ୨୦୧୪ ମସିହାରେ ଜଣେ ବଧୁ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ରାଜ୍ୟ ଚେସ ଆସୋସିଏସନର ନିର୍ଦ୍ଦେଶ କ୍ରମେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଚଳିତ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳ ଘଟଣା : ପାଦରୁ ଲିଭିନି ଅଳତା , ଚାଲିଗଲା ନବ ବିବାହିତାଙ୍କ ଜୀବନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିବାହ ଦଶ ମଙ୍ଗଳା ଯିବାର ଦୁଇ ଦିନ ହୋଇଛି । ପାଦରୁ ଅଳତା ଲିଭିନି…

ଆମ ରିପୋଟରଗଜପତିଜିଲ୍ଲା

୫ ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୁଖ୍ୟମନ୍ତ୍ରୀଙ୍କ ଦୁଃସାଧ୍ୟ ଉଦ୍ୟମ , ପାହାଡ ରେ ସୁଡ଼ଙ୍ଗ କରି ଯୋଗାଇ ଦିଆଯିବ ପିଇବା…