ଆମ ରିପୋଟରଜିଲ୍ଲାମୁଖ୍ୟ ଖବରଯାଜପୁର

ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସୁକିନ୍ଦାରେ କ୍ୟାଣ୍ଡେଲ ଶୋଭାଯାତ୍ରା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଶ୍ମୀର ପୁଞ୍ଚରେ ଆତଙ୍କବାଦି ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁକିନ୍ଦାରେ…

ଆମ ରିପୋଟରଗଜପତିଜିଲ୍ଲା

ଓଡିଆ ଭାଷାରେ ନାମ ଫଳକ ନିମନ୍ତେ ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଖରଡ଼ିରୁ ଶିଶୁ ଶ୍ରମିକ ଉଦ୍ଧାର ଘଟଣାରେ ସାହୁକାରକୁ ସିଡବ୍ଲ୍ୟୁସି ସମନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଚାଇଲ୍ଡ୍ ଲାଇନ ପକ୍ଷରୁ ଜାରି ରହିଛି ଚଢ଼ାଉ ! ସୁକିନ୍ଦା ଥାନା…

ଆମ ରିପୋଟରଗଜପତିଜିଲ୍ଲା

କଟକ – ପଲାସା ଟ୍ରେନକୁ ସଂପ୍ରସାରଣ ନିମନ୍ତେ ଦାବିପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କଟକ – ପଲାସା ଟ୍ରେନକୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ…

ଆମ ରିପୋଟରକଟକଜିଲ୍ଲା

ମହାନଦୀ ତଟୋତ୍ସବର ସମାପ୍ତି ପରେ ଉତ୍ସବ ପରିସର ସଫେଇ କଲେ ବିଧାୟକ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିଧାୟକ ତଥା ପୂର୍ବତନ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ…

ଆମ ରିପୋଟରକଟକଜିଲ୍ଲା

ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ ପକ୍ଷରୁ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଖରା ଦିନେ ଅତ୍ୟଧିକ ଗରମ ହେତୁ ଗ୍ୟାସ୍ ସିଲିଣ୍ଡର୍ ହେଉବା ମେଡିକାଲ ର ଅକ୍ସିଜେନ୍…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ପୁରାତନ ଶୈବପୀଠ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହା ଦେବଙ୍କ ପୀଠରେ…

ଅପରାଧଆମ ରିପୋଟରକଟକଜିଲ୍ଲା

ଜବରଦଖଲରେ ଗୋଚର ଜମି : କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି ଡମପଡା ତହସିଲ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରକାରୀ ଏବଂ ଗୋଚର ଜମିକୁ ବର୍ଷ ବର୍ଷ ଧରି ମାଡି ବସିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି…

ଆମ ରିପୋଟରଜିଲ୍ଲାରାୟଗଡା

ଜୟ ଭାରତ ସତ୍ୟାଗ୍ରହ ଓ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ ଭାରତ…