ଆମ ରିପୋଟରଜିଲ୍ଲାନୟାଗଡ

୨୨ ବର୍ଷ ମଧ୍ୟରେ ଅନେକ ମହୋତ୍ସବ ଦେଖୁଛି : କିନ୍ତୁ ନୟାଗଡ଼ ମହୋତ୍ସବର ବାସ୍ନା ଟିକେ ଅଲଗା – ଅତନୁ ସବ୍ୟସାଚୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଉଦଘାଟିତ ହୋଇଯାଇଛି ନୟାଗଡ ମହୋତ୍ସବ ! ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି…

ଆମ ରିପୋଟରକଟକଜିଲ୍ଲା

ଏ.କେ.ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଅନ୍ତର୍ଗତ ଦଧିବାମନପୁର ସ୍ଥିତ ଇଂରାଜୀ ମାଧ୍ୟମିକ ସିବିଏସଇ ବିଦ୍ୟାଳୟ ଏ.…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସନ୍ଦେହ ଘେରରେ ତହସିଲ ନାଜରଙ୍କ ମୃତ୍ୟୁ ଘଟଣା !!!

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ନାଜର ଦ୍ୱିତ୍ୱରେ ଥିବା କନିଷ୍ଠ କିରାଣୀଙ୍କର ମୃତ୍ୟୁ ହୋଇଥିଲେ ହେଁ…

ଆମ ରିପୋଟରକଟକଜିଲ୍ଲା

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ବାର୍ଷିକ କ୍ରୀଡା ପ୍ରତିଯୋଗିତା !!!

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳାପଥର ର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମାତୃବିହାର ର ଏକାଦଶ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡିଏଭି ଗୁରୁକୁଳ ବାଲୁଗାଁ ତରଫରୁ ତିନି ଦିନିଆ ବିଜ୍ଞାନ ମେଳା ଆୟୋଜିତ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଡିଏଭି ଗୁରୁକୁଳ ବାଲୁଗାଁ ତରଫରୁ ଆୟୋଜିତ ହୋଇଥିବା ତିନି ଦିନିଆ ବିଜ୍ଞାନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରୁ ପକ୍ଷୀ ଶିକାର କରି ଶିକାରୀ ଗିରଫ : ଦୁଇ ମୃତ ପକ୍ଷୀ ଜବତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ସୁନ୍ଦରପୁର ରେଳ ଫାଟକ ନିକଟରୁ ବନ ବିଭାଗର…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଛେଣ୍ଡିପଦା – ବାହାଳସାହି ରାସ୍ତା ପ୍ରଧାନ ପୋଖରୀ ନିକଟରୁ ଡକାୟତି !!!

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଥାନା ଠାରୁ ୧ କିଲୋମିଟର ଦୂରରେ ଡକାୟତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା –…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନତା କର୍ମଶାଳା ର ପୁରସ୍କାର ବିତରଣ ଉତ୍ସବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରାସ୍ତାପାର୍ଶ୍ଵ ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବର୍ଷା ଫାଉଣ୍ଡେସନ ସଦସ୍ୟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ରାସ୍ତା ପାର୍ଶ୍ଵ ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ବର୍ଷା ଫାଉଣ୍ଡେସନ…