ଆମ ରିପୋଟରଗଜପତିଜିଲ୍ଲା

ପାରଳାରେ ପ୍ରସିଦ୍ଧ ହେରା ପଞ୍ଚମୀରେ ପ୍ରସାଦ ବଣ୍ଟନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିର ର ଆନନ୍ଦ ବଜାର ଠାରେ ପବିତ୍ର ରଥଯାତ୍ରା ର ହେରାପଞ୍ଚମୀ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

୧ ୦୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ଅଛି ହେଲେ ପାଣି ନାହିଁ : ଉଠା ଜଳସେଚନ ପ୍ରକଳ୍ପ ଅଛି ହେଲେ ଜମି ପଡିଛି ଶୁଖିଲା !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମ ପଞ୍ଚାୟତର କୁଲେଇ ଗ୍ରାମରେ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ପୌର ପରିଷଦରେ ଲୋକାଭିମୁଖୀ ଜନ ଶୁଣାଣୀ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଲୋକାଭିମୁଖୀ ଜନ ଶୁଣାଣୀ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବାଇକ୍ ଚୋରି ଗ୍ୟାଙ୍ଗ ଗିରଫ : ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳରେ ବାଇକ୍ ଚୋରି ଗ୍ୟାଙ୍ଗ ଗିରଫ , ସମସ୍ତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମା ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ପଞ୍ଚାୟତ ର କୋଲୁହାପାଟଣା ଗ୍ରାମରେ ମା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଘାଷେଡିହ ଅଞ୍ଚଳରେ ପୁଲିସ ଦ୍ୱାରା ମଦ ବୋଝେଇ କାର ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାଷେଡିହ ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକ…

ଆମ ରିପୋଟରଜିଲ୍ଲାଯାଜପୁର

ସଂସାଇଲୋ ନୂଆସାହିରେ ଗଭୀର କୂଅ ମଧ୍ୟରେ ପଡ଼ି ଭାଲୁ ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନାଞ୍ଚଳରୁ ସାମନାକୁ ଆସିଲା ଅଘଟଣର ଖବର . ସୁକିନ୍ଦା ପାଖ ଜଙ୍ଗଲରୁ ଏକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର କାୟାତୋଟା ନିକଟରେ ସଡ଼କ ଦୁର୍ଘଟଣା : ବାଇକ ଚାଳକ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କାୟାତୋଟା ନିକଟରେ ଗତକାଲି ଏକ ସଡ଼କ ଦୁର୍ଘଟଣା…

ଆମ ରିପୋଟରଗଜପତିଜିଲ୍ଲା

ଦକ୍ଷତାଭିତ୍ତିକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ଜିଲ୍ଲା ସ୍ତରୀୟ ଦକ୍ଷତା ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି . ବକୃତା, ପ୍ରବନ୍ଧ,…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀରାଜ୍ୟ

ରଥଯାତ୍ରା ରେ ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ସେବାକାର୍ଯ୍ୟ !!!

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରଥଯାତ୍ରା ସମୟରେ ବିଭିନ୍ନ ରାଜ୍ୟରୁ ପୁରୀ ଆସୁଥିବା ଭକ୍ତ ମାନଙ୍କୁ ୟୁଥ ଫର ଆକ୍ସନ…