ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ହାଟ ବରଡି ସରପଞ୍ଚଙ୍କ ଅଭିଯୋଗ କ୍ରମେ ଆକ୍ସନ ମୁଡରେ ଖୋର୍ଦ୍ଧା ସିଏସଓ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ି ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକ ସଞ୍ଜୟ ଜେନାଙ୍କ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ମୋଦୀଙ୍କ ଦ୍ବିତୀୟ ପାଳି ର ତୃତୀୟ ବର୍ଷ ପୂର୍ତ୍ତୀ : ହିସାବ ଦେଲା ବିଜେପି !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମୋଦୀ ସରକାର ଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ନବୀନଙ୍କ ନୂଆ ଟିମ : ବିଦା ହେଲେ ବିବାଦୀୟ ନେତା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମନାକୁ ଆସିଲା ନବୀନଙ୍କ ନୂଆ ଟିମ , ବିଦା ହେଲେ ବିବାଦୀୟ ନେତା .…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନିର୍ମାଣ କାମ ନେଇ ମିଥ୍ୟା ଅପପ୍ରଚାର ହେଉଥିବାର ସ୍ପଷ୍ଟୀକରଣ ଦେଲେ ନେତା ଓ ଯନ୍ତ୍ରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମି ଗ୍ରାମପଞ୍ଚାୟତ ର ମୁରିଆମ୍ବା ଏବଂ ନୁଆସାହି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର କୋର୍ଟରେ ଆତ୍ମ ସମର୍ପଣ ପରେ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମ ସମର୍ପଣ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ପୁଣି ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ : ନିୟମିତ ଜାମିନ ଆବେଦନକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉଚ୍ଚ ନ୍ୟାୟାଳୟରେ ନିୟମିତ ଜାମିନ ଆବେଦନ…

ଅପରାଧଆମ ରିପୋଟରଖୋର୍ଦ୍ଧାଗଂଜାମଜିଲ୍ଲାରାଜନୀତିରାଜ୍ୟ

କୁଆଡ଼େ ଗଲେ ଆସିକାର ପୂର୍ବତନ ବିଧାୟକ ???

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଖୋଜା ଚାଲିଛି . ଗତ ୧୨ ତାରିଖରୁ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ର ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ସମେତ ଚାରି ନିଲମ୍ବିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ବିଳମ୍ବରେ ହେଲେ ବି…

ଅପରାଧଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସାକାଣ୍ଡ : ସଙ୍ଘବଦ୍ଧ ଆକ୍ରମଣରେ ୮ ରୁ ଉର୍ଦ୍ଧ ଆହତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅପରାଧ କୁ ନେଇ ବାଙ୍କୀ ରେ ରାଜନୈତିକ ଟଣାଓଟରା ଚାଲିଥିବା ସମୟରେ ସେଥିରେ ଯୋଡି…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସମୂହ ସମ୍ବର୍ଦ୍ଧନା !!!

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଶପଲ୍ଲା ନିକଟସ୍ଥ କୁଆଁରିଆ ଡାକ ବଙ୍ଗଳା ଠାରେ ଆୟୋଜିତ ହୋଇଯାଇଛି ନବ ନିର୍ବାଚିତ ଜନ…