ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଆଉ ସାତଦିନ ପାଇଁ ବଢ଼ିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଅବଧି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବାଣପୁରଙ୍କ ନିକଟରେ ପିଟିସନ ଦାଖଲ କଲେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାନୟାଗଡରାଜନୀତିରାଜ୍ୟ

ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ ଓ ଦହିପଣା ବଣ୍ଟନ !!!

ରଣପୁର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ସ୍ଥିତ ବିନୋଦପଡା…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ନେଇ ଲାଗି ରହିଛି ରାଜନୈତିକ ଉଷ୍ମତା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବିଜେଡ଼ି ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ସଂପଡା ନର୍ସରୀରେ ରାଜନୈତିକ ମିଟିଙ୍ଗ ଘଟଣା : ମହୀପୁର ବନାଞ୍ଚଳ ରେଞ୍ଜର ଙ୍କୁ କାରଣ ଦର୍ଶାଅ ଚିଠି ଜାରି !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିନସ୍ଥ ମହୀପୁର ବନାଞ୍ଚଳ ର ସଂପଡା ମେଗା ନର୍ସରୀ ଭିତରେ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ସଂପଡା ମେଘା ନର୍ସରୀ ରେ ଦଶପଲ୍ଲା ବିଧାୟକ ଙ୍କ ଦଳୀୟ ମିଟିଙ୍ଗ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସଂପଡା ମେଘା ନର୍ସରୀ ରେ ଗତକାଲି ସନ୍ଧ୍ୟା…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

କ୍ୱାର୍ଟର ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ : ସୂଚନା ଅଧିକାର ଅଭିଯାନ ପକ୍ଷରୁ ଭିଜିଲାନ୍ସ ଡି.ଜି.ଅଫିସ ଘେରାଉ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କ୍ୱାର୍ଟର ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ , ସୂଚନା ଅଧିକାର ଅଭିଯାନ ପକ୍ଷରୁ ଭିଜିଲାନ୍ସ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ବାଣପୁର ସବଜେଲ ରୁ ମୁକୁଳିଛନ୍ତି । ବିଧାୟକଙ୍କୁ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ : ନୂଆଗାଁ ଥାନାରେ ଲିଖିତ ଅଭିଯୋଗ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ପାରାଢିପି ପଞ୍ଚାୟତ ରେ ମାତିଛନ୍ତିି…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୂଆଗାଁ ପରେ ପାରାଢିପି ରେ ଭାଙ୍ଗିଲା ଫଳକ : ଗାଁ ଗାଁରେ ଉଠିଲାଣି ବିଦ୍ରୋହର ସ୍ୱର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନୂଆଗାଁ ବ୍ଲକରେ ଶାସକ ଦଳର ନେତା ମାନଙ୍କ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

କୁଆଁରୀଆ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କଲା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ସଙ୍ଗୀତ !!!

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରୀଆ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡିଶା ରାଜ୍ୟ ପରିବହନ…