ଆମ ରିପୋଟରଜିଲ୍ଲାଯାଜପୁରରାଜନୀତିରାଜ୍ୟ

ସୁକିନ୍ଦା ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଓଲଟିଲା କୋଇଲା ବୋଝେଇ ଟ୍ରକ : ଡ୍ରାଇଭର ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଓଲଟିଲା କୋଇଲା ବୋଝେଇ ଟ୍ରକ .…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଚିଲିକା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ସରିଲା ମତଦାନ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ନିର୍ବାଚନ ପରିପ୍ରେକ୍ଷୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବିରୋଧରେ ପ୍ରତିବାଦ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ . ଏ ମଧ୍ୟରେ ପ୍ରଥମ ତିନି…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଦୁଲଣାପୁର ପଞ୍ଚାୟତର ଅଜବ ସମୀକରଣ : ବିଦ୍ରୋହୀ ବିଜେଡି ନେତାଙ୍କ ଭରସାରେ ବିଜେପି ସମର୍ଥିତ ପ୍ରାର୍ଥୀ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିରୋଧୀଙ୍କ ବିଦ୍ରୋହୀ ଗୋଷ୍ଠୀ ଭରସାରେ ଜିତିବାର ସ୍ୱପ୍ନ ଦେଖୁଛନ୍ତି ସରପଞ୍ଚ ପ୍ରାର୍ଥୀ . ଏପରି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର ଅଞ୍ଚଳରେ ରାଜନୈତିକ ହିଂସା : ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ , ସାମ୍ବାଦିକ ଆହତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ବାଣପୁର…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲାରାଜନୀତିରାଜ୍ୟ

ଭୋଟ ବାକ୍ସ ଲୁଟ ଘଟଣା : ୫ ଅଭିଯୁକ୍ତ ଗିରଫ !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ବ୍ଲକ ପଟସରା ପଞ୍ଚାୟତର ୧ ଏବଂ ୨ 2 ନମ୍ବର ବୁଥରେ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ନିର୍ବାଚନ ପ୍ରଚାର ଗାଡିର କାଗଜପତ୍ର ଠିକ୍ ନଥିବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗାଡିର କାଗଜପତ୍ର ଠିକ ନଥାଇ ନିର୍ବାଚନ ପ୍ରଚାର କାମରେ ଲାଗିଥିଲା . ପ୍ରଶାସନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ !!!

ବାଣପୁର ( ଆୱାଜ ମିଡିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଶେଷ ହେଲା ଗଣତନ୍ତ୍ରର ମହାପର୍ବ ପଞ୍ଚାୟତ ନିର୍ବାଚନ। ବାଣପୁର…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ବାଘ କୁ ଟକ୍କର ଦେବାକୁ ହାତୀ ସପକ୍ଷରେ ଭାଲୁ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତ ରେ ପ୍ରଚାର ମୈଦାନରେ ବାଘ ଭାଲୁ ଏବଂ…