ଆମ ରିପୋଟରକନ୍ଧମାଳଜିଲ୍ଲା

ଏନଏସୟୁଆଇ ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ)…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଲକ ଡାଉନ ର ୩ୟ ଦିନରେ ଢେଙ୍କାନାଳ ପୁଲିସ ତରଫରୁ କଡ଼ାକଡ଼ି ଚେକିଂ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ତାଲାବନ୍ଦ ର ପ୍ରଥମ ଦୁଇ ଦିନ ସାମାନ୍ୟ କୋହଳ ମନୋବୃତ୍ତି ଦେଖାଇ ଥିବା ଢେଙ୍କାନାଳ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

ଖବର ପ୍ରକାଶନ ପରେ ପୂର୍ତ୍ତ ବିଭାଗର ରାତି ଅଧିଆ ମରାମତି କାମ !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶୋଇ ରହିଥିବା ଫୁଲବାଣୀ ପୂର୍ତ୍ତ ବିଭାଗ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

କୋଭିଡରେ ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା ।

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନା ତାର କରାଳ ରୂପ ଦେଖାଇଥିବା ସମୟରେ ପ୍ରତିଦିନ ଝରି ପଡୁଛି ଅନେକ…

ଆମ ରିପୋଟରଜିଲ୍ଲାନୟାଗଡ

ଲକ୍ ଡାଉନକୁ ସଫଳ କରିବା ପାଇଁ ରଣପୁର ପୋଲିସର ତତ୍ପରତା !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ଲାଗୁ ହେଲା ‘ଲକଡାଉନ୍‌’ ଅସ୍ତ୍ର, ଆସନ୍ତା ୧୯…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଭାଟକାଟେଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କାର ସହ ଗଞ୍ଜେଇ ଜବତ : ନାବାଳକ ସହ ତିନି ଗଞ୍ଜେଇ ମାଫିଆ ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ପରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚୋରା…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ମଣିପୁର ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ କଳାକନା ବୁଲାଇଲେ ଦୁର୍ବୁତ୍ତ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଢେଙ୍କାନାଳ ସହରର କ୍ରୀଷ୍ଣା ବଜାର ଠାରେ ଥିବା…