ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରବିନାରାୟଣ ପଟ୍ଟନାୟକଙ୍କୁ ରାଜୀବ ଗାନ୍ଧୀ ସେବା ସମ୍ମାନ ୨୦୨୬ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ୮୨ତମ ଜୟନ୍ତୀ ଅବସରରେ ପିସିସି…

ଆମ ରିପୋଟରକଟକଜିଲ୍ଲା

ତୁଟୁନି ଚୌଧୁରୀ ବଜାର ବିବାଦ : ସଭାପତି ଓ ସମ୍ପାଦକଙ୍କ ପକ୍ଷରୁ ସ୍ପଷ୍ଟୀକରଣ !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଚୌଧୁରୀ ବଜାର କମିଟିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି କମିଟିର କାର୍ଯ୍ୟକାରୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ କାର୍ଯ୍ୟକ୍ରମ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ କାର୍ଯ୍ୟକ୍ରମ ! ଭାରତରତ୍ନ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଦରବୃଦ୍ଧି କୁ ନେଇ ସରକାରଙ୍କ ମଉନ ବ୍ରତ : ସାଧାରଣ ଖାଉଟି ନାକେଦମ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କେନ୍ଦ୍ର ସରକାରଙ୍କ ସ୍ଲୋଗାନ ଥିଲା ଆଛେ ଦିନ – ଆଉ ରାଜ୍ୟ ସରକାର କହୁଛନ୍ତି…

ଆମ ରିପୋଟରକୋରାପୁଟଜିଲ୍ଲା

ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଆମ୍ବିଳି ଆମ୍ବାଗୁଡ଼ା ର ପାତାଳେଶ୍ଵର ଶିଵ ମନ୍ଦିର !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଆମ୍ବିଳି ଆମ୍ବାଗୁଡ଼ା ର ପାତାଳେଶ୍ଵର ଶିଵ ମନ୍ଦିର l…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ ଛକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ ଛକ ! ପୋଲିସକୁ ଟେକା ମାଡ଼, ଆମ ବସ୍‌…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଝାରସୁଗୁଡ଼ା ଜିଲ୍ଲାର ଦମ୍ପତି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରୁ ୮୮ ଓ ୮୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ…

ଆମ ରିପୋଟରଗଜପତିଜିଲ୍ଲା

ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ! ବାଲେଶ୍ୱର ଜିଲ୍ଲାର ସ୍ୱଦେଶୀ…