ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସେଵା କାର୍ଯ୍ୟସୂଚୀ ନିମନ୍ତେ ଅନଲାଇନ ଆଲୋଚନା ଚକ୍ର ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅନଲାଇନ…

ଅନୁଗୁଳଆମ ରିପୋଟରଜିଲ୍ଲାରାଜ୍ୟ

କୋଭିଡ ପାଇଁ ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ପ୍ରଭାବ ଏତେ ଭୟଙ୍କର…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାମୁଖ୍ୟ ଖବରରାଜ୍ୟ

କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଦାୟିତ୍ୱ ବହନ କରିବ ପୁଲିସ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ମାଓ ଡିଭିଜନ୍‌ ସକ୍ରିୟ ରହିଛି ।…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

ସାମ୍ବାଦିକଙ୍କୁ ଫୁଲବାଣୀ ଟାଉନ ଥାନା ସବ-ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପି ଙ୍କୁ ଦାବିପତ୍ର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ର ସବ ଇନ୍ସପେକ୍ଟର ଦୀପକ କୁମାର…

ଆମ ରିପୋଟରଗଜପତିଜିଲ୍ଲାରାଜ୍ୟରାୟଗଡା

କୋଭିଡ ପରୀକ୍ଷା କେନ୍ଦ୍ରକୁ ସାହି ବାସିନ୍ଦାଙ୍କ ବିରୋଧ ।

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କୋଭିଡ ପରୀକ୍ଷା କେନ୍ଦ୍ରକୁ ସାହି ବାସିନ୍ଦାଙ୍କ ବିରୋଧ । ରାୟଗଡା ସହର ର ଗାନ୍ଧୀନଗର…

ଅନୁଗୁଳଆମ ରିପୋଟରଜିଲ୍ଲାରାଜ୍ୟ

ଅକ୍ସିଜେନ ସିଲିଣ୍ଡର ଯୋଗାଇଲେ ବିଶିଷ୍ଟ ସମାଜସେବୀ ବିଭୁତି ସାହୁ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଗ୍ର ଦେଶ ତଥା ରାଜ୍ୟରେ କରୋନା ର ଦ୍ଵିତୀୟ ଲହରୀ ଉଗ୍ର ରୂପ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀରାଜ୍ୟ

କୋଭିଡ ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଖୋର୍ଦ୍ଧା ଏବଂ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

ତୁମୁଡିବନ୍ଧ ମଦ ଦୋକାନ ଲୁଟ ଘଟଣା ପରେ ଏସଡିପିଓ ଙ୍କ ଷ୍ଟ୍ରିଙ୍ଗ ଅପରେସନ : ସୌଖିନ ଓ ପ୍ରେମ ପାଇଁ ହୋଇଥିଲା ଡକାୟତି ଯୋଜନା !

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ଏବଂ ୫୯ନଂ.ଜାତୀୟ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ରାଜ୍ୟରେ ବଢ଼ିଲା ଲକ ଡାଉନ ଅବଧି !

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ପୁଣି ବଢ଼ିଲା ଲକ ଡାଉନ ଅବଧି . ଆସନ୍ତା ଜୁନ ମାସ ୧…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଦଶପଲ୍ଲା ୟୁକୋ ବ୍ୟାଙ୍କ ଶାଖା ପରିଚାଳକଙ୍କ ଉଦ୍ଧତ ପଣିଆ : କୋଭିଡ କଟକଣାକୁ ଖୋଲା ଉଲ୍ଲଙ୍ଘନ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଲାଗୁ କରିଛନ୍ତି କଡା କଟକଣା…