ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଜିଲ୍ଲାପରିଷଦ ଅଷ୍ଟମ ସାଧାରଣ ବୈଠକରେ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗଦେଇ ଆଲୋଚନା କରିଥିଲେ l ମହାମାରୀ କରୋନା ସଂକ୍ରମଣ ପରିସ୍ଥିତିରେ ପ୍ରାୟତଃ ବୈଠକ ଭିଡିଓ କନଫରେନସିଂରେ ଆୟୋଜିତ ହେଉଅଛି . କଟକଣା ଓ ଜରୁରୀକାଳୀନ ପରିସ୍ଥିତିରେ ଯେପରି ଉନ୍ନତିମୂଳକ ଲୋକ କଲ୍ୟାଣକାରୀ କାମ ବନ୍ଦ ନହୁଏ ସେଦିଗରେ ଅଧିକାରୀମାନେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା .
ଭିଡିଓ କନଫରେନସିଂରେ ଅଷ୍ଟମ ଜିଲ୍ଲାପରିଷଦ ସାଧାରଣ ବୈଠକ !!

