ସଙ୍କେତ ଆଇଟିଆଇ ପରିସରରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

0
213

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ରଘୁନାଥପୁର ତହସିଲ ଅନ୍ତର୍ଭୁକ୍ତ ସଂକେତ ଆଇଟିଆଇ ପରିସରରେ ଏକ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପତଞ୍ଜଳି ଯୋଗ ସମିତିର ରାଜ୍ୟ କାଯ୍ୟକରିଣୀ ସଦସ୍ୟ କପିଳ ଟଙ୍କ ଯୋଗଦାନ କରି କରୋନା ଭଳି ମାରାତ୍ମକ ଭୁତାଣୁରୁ ମୁକ୍ତି ପାଇବା ପାଇଁ ଯୋଗ ହି ଏକମାତ୍ର ମାଧ୍ୟମ ବୋଲି କହିଥିଲେ . ସମ୍ମାନୀତ ଅତିଥି ଭାବେ ଜୀବନ ବୀମା ନିଗମର ଉନ୍ନୟନ ଅଧିକାରୀ ଅଶୋକ କୁମାର ରାଉତରାୟ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ । ଏହି ଯୋଗ ଶିବିରରେ ମୁଖ୍ୟ ଯୋଗ ଗୁରୁ ଭାବେ ଅତୀନ୍ଦ୍ରନାଥ ଦାସ ଯୋଗ ଶିଖାଇବା ସହ ବିଭିନ୍ନ ଆସନର ଉପକାରିତା ଏବଂ ଭୁଲ ପଦ୍ଧତିର ଅପକାରିତା ବିଷୟରେ ବୁଝାଇଥିଲେ ।

LEAVE A REPLY

Please enter your comment!
Please enter your name here