ସେବା ପ୍ରୟାସ ଫାଉଣ୍ଡେସନ ର ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ !!

0
182

Loading

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ୩୨ ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସେବା ପ୍ରୟାସ ଫାଉଣ୍ଡେସନ ଦ୍ୱାରା ଚତୁର୍ଥ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି .

ରାଜଧାନୀ ଭୁବନେଶ୍ୱରର ସମସ୍ତ ଟ୍ରାଫିକ ପୋଷ୍ଟ ରେ କାର୍ଯ୍ୟରତ ଥିବା ମହିଳା କର୍ମୀଙ୍କୁ ସାନିଟାଇଜର ଓ ମାସ୍କ ସହିତ ଗୋଟିଏ ସୁନ୍ଦର ପାଉଚ ସ୍ଲିଙ୍ଗ ବ୍ୟାଗ୍ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସେବା ପ୍ରୟାସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରି ଲିଙ୍କନ ସୁବୁଦ୍ଧି ଓ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନା ଅଧିକାରୀ ଅଞ୍ଜଳି ଛୋଟରାୟଙ୍କ ତତ୍ତ୍ୱାବଧାନରେ ସଫଳତା ର ସହ ଆୟୋଜନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here