ଆମ ରିପୋଟରଜିଲ୍ଲାନୟାଗଡ

ଲଡ଼ୁବାବା ଏବଂ ଶ୍ରୀ ରଘୁନାଥ ମନ୍ଦିର ପୂଜକ ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସହାୟତା !!!

ନୟାଗଡ଼ (ଆୱାଜ଼ ମିଡ଼ିଆ)- କିଶୋର ମହାପାତ୍ର : ଲକଡାଉନ ପ୍ରଭାବରେ ଦୈନିକ ରୋଜଗାର ହରାଇ ନୟାଗଡ଼ ଜିଲ୍ଲା ଶରଣକୁଳ ଲଡ଼ୁବାବା ମନ୍ଦିର ଏବଂ ଓଡଗାଁ ଶ୍ରୀ ରଘୁନାଥ…

ଗଜପତିଜିଲ୍ଲା

କବିତା ଆସରରେ ଆନ୍ତର୍ଜାତିକ ପିତୃମାତୃ ଦିବସ ପାଳିତ !!!

ଗଜପତି (ଆୱାଜ଼ ମିଡ଼ିଆ)- ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତିକ ପିତୃମାତୃ ଦିବସ ଅବସରରେ କବି ବିଚିତ୍ରାନନ୍ଦ ବେବର୍ତ୍ତା, ସଦସ୍ୟ ଓଡ଼ିଶା ସାହିତ୍ୟ…

Breaking newsଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳରେ କାଳବୈଶାଖିର କରାଳ ରୂପ !!!

କନ୍ଧମାଳ (ଆୱାଜ଼ ମିଡ଼ିଆ)- ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲାରେ କରୋନା ଠାରୁ ବଳି ପଡିଛି କାଳବୈଶାଖିର କରାଳ ରୂପ । କାଳବୈଶାଖିର ପ୍ରଭାବ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ବଢୁଛି ଦୁର୍ଦ୍ଦଶା : ପ୍ରଶାସନ ନୀରବଦ୍ରଷ୍ଟା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ପୁଇଁଚା ଗ୍ରାମପଞ୍ଚାୟତ ର କଢ଼ାମଲ୍ଲ ଗ୍ରାମରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ସାଂସଦ ଙ୍କ ଦ୍ଵାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସର୍କିଟ ହାଉସ ଠାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ସମୀକ୍ଷା ବୈଠକରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

କରୋନା ଆକ୍ରାନ୍ତ ବୃଦ୍ଧଙ୍କ ଶବ ସତ୍କାର କଲେ ଟିମ ହ୍ୟୁମାନିଟି ର ସଦସ୍ୟ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚକାପାଦ ବ୍ଲକ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଗଡ଼କୁ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ସର୍ଟଡାଉନ ଘୋଷଣା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡରେ କରୋନା ଦ୍ଵିତୀୟ ଲହର କ୍ଷୀପ୍ର ଗତିରେ ବ୍ୟପୁଥିବାରୁ ସୁକିନ୍ଦା ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଚୋରା ଚାଲାଣ ସମୟରେ ରାସ୍ତାରୁ ଗଞ୍ଜେଇ ଜବତ : ୩ ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଡ଼ିପଙ୍ଗା ଗ୍ରାମରେ ପୋଲିସ ଚଢ଼ାଉ କରି ୧୭…