ବିଷଧର ସାପ କାମୁଡ଼ାରେ କାଦୁଅବନ୍ଦୀ ଗ୍ରାମର କରଣ ମହାନ୍ତ ଅସୁସ୍ଥ !!!

0
303

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନବିଭାଗ ଅଧିନସ୍ଥ କାଦୁଅବନ୍ଦୀ ଗ୍ରାମର କରଣ ମହାନ୍ତଙ୍କୁ ବିଷଧର ଶଙ୍ଖ ମୁଠିଆ ସାପ କାମୁଡ଼ିବାରୁ ସେ ଗୁରୁତର ଅସୁସ୍ଥ ହୋଇଥିବାର ସୂଚନା ମିଳିଛି . ତେବେ ଗ୍ରାମ ଲୋକେ ତୁରନ୍ତ କରଣ ମହାନ୍ତଙ୍କୁ ଏକ ବାଇକ ସାହାଯ୍ୟରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ . ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି , ଅନ୍ୟ ପକ୍ଷରେ କାମୁଡିଥିବା ସାପଟିକୁ ଠାବ କରାଯାଇଛି ।

LEAVE A REPLY

Please enter your comment!
Please enter your name here