ଜଳ ସମସ୍ୟା ପାଇଁ ଦାମୋଦରପୁର ଠାରେ ରେଳପଥ କାର୍ଯ୍ୟ ବିରୋଧରେ ଚାଷୀ ପୋଲିସ ମୁଁହା ମୁହିଁ ।

0
230

Loading

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ ପାଖ ଦେଇ ଯାଇଥିବା ରେଳ ଧାରଣା କାର୍ଯ୍ୟ ଚାଲୁ ରହିଥିବା ବେଳେ ଚାଷୀମାନଙ୍କର ଚାଷ ଜମିକୁ ଜଳ ନଛାଡି ଠିକାଦାର ଠିକା କାମ କରୁଥିବାରୁ ଏହାକୁ ଵିରୋଧ କରିଥିଲେ ସ୍ଥାନୀୟ ଚାଷୀ . ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଁଚିବା ପରେ ଚାଷୀ ପୋଲିସ ମୁଁହା ମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସୁକିନ୍ଦା ତହସିଲଦାର ନାରାୟଣ ଦୀକ୍ଷିତ ଘଟଣାସ୍ଥଳରେ ପହଞ୍ଚି ଜଳ ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶୃତି ଦେବାରୁ ଚାଷୀ ମାନେ ଆନ୍ଦୋଳନରୁ ଓହରିଛନ୍ତି ।

LEAVE A REPLY

Please enter your comment!
Please enter your name here