ଉତ୍କଳ ବିକାଶ ପରିଷଦ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକରେ ବିଶୋଧନ କାର୍ଯ୍ୟ ସହ ବୃଷରୋପଣ !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ପଞ୍ଚାୟତର ବାରିମୂଳ, ମଠସାହି, ବାବୁଜଙ୍ଗ ଆଦି ବହୁ ସ୍ଥାନରେ ଵୃକ୍ଷ ରୋପଣ ଓ ବିଶୋଧନ କାର୍ଯ୍ୟ ଆୟୋଜିତ ହୋଇଯାଇଛି ।

ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ ସମାଜସେବୀ ନିର୍ମଳ ପଢ଼ିଆରୀଙ୍କ ନେତୃତ୍ୱରେ ଅଜୟ ବେଉରା, ବିକ୍ରମ ସାହୁ, ମାନସ ପଢ଼ିଆରୀ, ଦେବାଶିଷ ଦାସ, ଲିପକ ଦାସ, ତାପସ ପଣ୍ଡା, ସଂଗ୍ରାମ ସାହୁ, ଚନ୍ଦନ ମହାରଣା, ଅଭିଜିତ ସାମଲ, ଦିଲିପ ବେଉରା, ରଂଜନ ରାଉତ, ପ୍ରକାଶ ସାହୁ, ମିହିର ମହାରଣା, ଦୀପକ ଦାସ, ଚନ୍ଦ୍ରକାନ୍ତ ଦାସ, ତନ୍ମୟ ବେଉରା ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ସମସ୍ତ ସେବାକାର୍ଯ୍ୟକୁ ପରିଚାଳନା କରିଥିଲେ । ପରିଷଦର ଏଭଳି କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *