ଅନୁଗୁଳଆମ ରିପୋଟରଜିଲ୍ଲା

ସମଲ ବ୍ୟାରେଜ ସମ୍ପୂର୍ଣ୍ଣ ବାସଚ୍ୟୁତ ଶ୍ରମିକଙ୍କ ନିଯୁକ୍ତି ସମସ୍ୟା ନେଇ ତ୍ରିପାକ୍ଷିକ ଆଲୋଚନା !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲ ବ୍ୟାରେଜ ସମ୍ପୂର୍ଣ୍ଣ ବାସଚ୍ୟୁତ ଶ୍ରମିକଙ୍କ ନିଯୁକ୍ତି ସମସ୍ୟା ନେଇ ଅନୁଗୋଳ ସର୍କିଟ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ବେଆଇନ ବାଲି ଖନନ ମହାନଦୀ ବନ୍ଧକୁ ବିପଦ !!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାନ୍ତ କଲାଣି ବାଲି ବୋଝେଇ ଭାରୀଯାନ. ଧୂଳି ଧୂଆଁ ଓ କୋଳାହଳରେ ଅତିଷ୍ଠ ହୋଇପଡିଲେଣି…

ଆମ ରିପୋଟରଜିଲ୍ଲାନୟାଗଡ

ଆଇ.ଏସ.ଓ ମାନ୍ୟତା ପାଇଲା ନୟାଗଡ଼ ଆବର୍ଜନା ପରିଚାଳନା କେନ୍ଦ୍ର !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ସହରର କ୍ଷେତ୍ରିବରପୁର ଠାରେ କାର୍ଯ୍ୟକ୍ଷମ ଥିବା ଆବର୍ଜନା ପରିଚାଳନା କେନ୍ଦ୍ର କୁ ରାଜ୍ୟ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଜଗତସିଂହପୁର ବଡବଜାର ନାୟକ ସାହିରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ !

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ପୋୖରାଞ୍ଚଳର ୧୦ ନମ୍ବର ୱାର୍ଡ ଅନ୍ତର୍ଭୂକ୍ତ ବଡବଜାର ନିକଟ ନାୟକ ସାହିରେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ରୋଟାରୀ କ୍ଲବର ମିଶନ ଗ୍ରୀନ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରୋଟାରୀ ଗ୍ରୀନ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ନୟାଗଡ ରୋଟାରୀ କ୍ଲବ ତରଫରୁ ଗମ୍ଭାରୀଡିହି…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ଗସ୍ତବେଳେ ଜଗାକୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା !!

: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ : କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ତିନି ଦିନିଆ…

ଆମ ରିପୋଟରଜିଲ୍ଲାଯାଜପୁର

ରାଁସୋଳ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣା : ଜଣେ ଆହତ

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ରାଁସୋଳ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ସୁକିନ୍ଦାଗଡ଼…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

କୋଭିଡ ଗାଇଡ଼ ଲାଇନ କୁ ଫୁ କରିଛନ୍ତି କଳାପଥର ଆଞ୍ଚଳିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷ !!

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମସ୍ୟାରେ ବୁଡି ରହିଛି କଳାପଥର ଜୁନିୟର ମହାବିଦ୍ୟାଳୟ . ପ୍ରଶାସନିକ ତଦାରଖ ଅଭାବ ସାଙ୍ଗକୁ…

ଆମ ରିପୋଟରଜିଲ୍ଲାନୟାଗଡ

ଭାପୁର ବ୍ଲକ କର୍ମଚାରୀଙ୍କ କରୋନା ଟେଷ୍ଟ : ଜଣେ ପଜିଟିଭ ଚିହ୍ନଟ

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ବ୍କକ କାର୍ଯ୍ୟାଳୟରେ ବିଡ଼ିଓ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟାଳୟର ୨୫ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା…

ଅପରାଧଆମ ରିପୋଟରକଳାହାଣ୍ଡିଜିଲ୍ଲାମୁଖ୍ୟ ଖବରରାଜ୍ୟ

୧୦ ବର୍ଷ ଶିଶୁକୁ ନିର୍ମମ ଭାବେ ହତ୍ୟା : ପୁଲିସ କବଜାରେ ଅଭିଯୁକ୍ତ

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନ ଥୁଆମୂଳ ଭଟାଗୁଡା ଗ୍ରାମରେ ଘଟିଛି ଏକ…