ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ତାଳଚେର ମୁନିସିପାଲିଟିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେଲେ ଜିଲ୍ଲା ଯୁବ ବିଜେଡ଼ି ସଂପାଦକ ତଥା କଣିହାଁ ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମ ପଞ୍ଚାୟତ ର ଯୁବ ନେତା ପ୍ରଦୀପ କୁମାର ସାମଲ । ଏହା ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ ଙ୍କ ଦ୍ଵାରା ମନୋନୀତ କରାଯାଇଛି । ମନୋନୀତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ , ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ , ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳ ଏବଂ ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ ଙ୍କୁ ଧନ୍ୟବାଦ ପ୍ରଦାନ ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତିି ।
ଯୁବ ବିଜେଡି ନେତା ପ୍ରଦୀପ କୁମାର ସାମଲ ତାଳଚେର ମୁନିସିପାଲିଟି ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ !!!

