ଢେଙ୍କାନାଳ ବନଖଣ୍ଡ ଅଧୀନରେ ଚିତା ବାଘ : ସିସି ଟିଭି ରେ କଏଦ ହେଲା ଦୃଶ୍ୟ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଚିତା ବାଘ , ସିସି ଟିଭି ରେ କଏଦ ହେଲା ଚିତା ବାଘର ଦୃଶ୍ୟ . ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ କଏଦ ହେଲା ଚିତା ବାଘର ଗତିବିଧି , ଭିଡ଼ିଓ କୁ ଟୁଇଟ କଲେ ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗେଗୁନେନି . ଜିଲ୍ଲାରେ ପ୍ରାୟ ଆଉ କିଛି ଜଙ୍ଗଲରେ ଚିତା ବାଘ ଥିବା ବନ ବିଭାଗ ଅନୁମାନ କରୁଛନ୍ତି, ଢେଙ୍କାନାଳ ବନଖଣ୍ଡ ଅଧୀନ ବିଭିନ୍ନ ଜଙ୍ଗଲରେ ୭ ଟି ଚିତାବାଘ ଅନେକ ଛୁଆ ସହ ରହିଥିବାର ବନ ବିଭାଗ ତରଫରୁ ଆକଳନ କରାଯାଇଛି . ସେହିପରି ଜିଲ୍ଲାର ବିଭିନ୍ନ ରେଞ୍ଜରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଥିବା ନେଇ ବନଖଣ୍ଡ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *