ବାଲୁଗାଁ ବାଙ୍କିଆପଲି ଛକରେ ସଡକ ଦୁର୍ଘଟଣା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ କାଲି ରାତି ପ୍ରାୟ ୯ ଟା ସମୟରେ ବାଲୁଗାଁ ଠାରୁ କିଛି ଦୁର ବାଙ୍କିଆପଲ୍ଲୀ ଛକ ନିକଟରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି . ସୂଚନା ଅନୁଯାୟୀ ଭାରସାମ୍ୟ ହରାଇ ଏକ ମଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବା କାରଣରୁ ଦୁଇଜଣ ଆହତ ହୋଇଥିଲେ . ଉଭୟ ଆହତଙ୍କୁ ଗୁରତର ଅବସ୍ଥାରେ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି .

Leave a Reply

Your email address will not be published. Required fields are marked *