ବିଦ୍ୟାଳୟ ପାଚେରୀ ରେ ବାଡେଇ ହୋଇ ଯୁବକ ଗୁରୁତର ।।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରସାମ୍ୟ ହରାଇ ସ୍କୁଲ ପାଚେରୀରେ ପିଟିହେଲା ବାଇକ . ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ଚମ୍ପାଦେଇପୁର ଗ୍ରାମର କନ୍ଧ ସାହୁ ଙ୍କ ପୁଅ ରତ୍ନାକର ସାହୁ (୩୫) ଗଲୁଆ ଗ୍ରାମ ଦେଇ ଭୀମପୁର ଅଭିମୁଖେ ଯାଉଥିବା ସମୟରେ , ସ୍କୁଲ ପାଚେରିରେ ମୋଟର ସାଇକେଲ ବାଡେଇ ହେଇ ତଳେ ପଡ଼ିଥିଲେ . ରାସ୍ତା ଯାଉଥିବା କିଛି ଯୁବକ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ ବାଣପୁର ମେଡିକାଲ କୁ ଆଣିଥିଲେ . ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଛି ।।

Leave a Reply

Your email address will not be published. Required fields are marked *