ଢେଙ୍କାନାଳରେ ବର୍ଷା ବିତ୍ପାତ : ଭାଙ୍ଗିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଘର ପାଚେରୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସମଗ୍ର ରାଜ୍ୟରେ କ୍ଷୟକ୍ଷତି ଘଟାଇଛି ଲଘୁଚାପ ଜନିତ ଲଗାଣ ବର୍ଷା . ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ବର୍ଷା ପ୍ରଭାବରେ ଅନେକ ସ୍ଥାନରେ ମାଟି ଘର ଓ କାନ୍ଥ ଭାଙ୍ଗିଛି . ଲଗାଣ ବର୍ଷା ହେତୁ ଢେଙ୍କାନାଳର ବଜିଚୌକ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ବାସସ୍ଥଳୀ ର ପାଚେରୀ ଭାଙ୍ଗି ତଳେ ପଡିଛି । ପାଚେରୀ ଭାଙ୍ଗିବା କାରଣରୁ ପାଖରେ ଥିବା ଏକ ଆମ୍ବୁଲାନ୍ସ ମଧ୍ୟ ନଷ୍ଟ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *