ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳରେ ବିଶ୍ୱ ମିତଵ୍ୟୟିତା ଦିବସ ପାଳିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ବିଶ୍ବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ତୁରନ୍ତ ଦୁଃଖ ବୁଝିଲେ ଜିଲ୍ଲାପାଳ : ଦୁଇ ଘଣ୍ଟା ମଧ୍ୟ୍ୟରେ ଅସହାୟ ରୋଗୀଙ୍କୁ ମିଳିଲା ଚିକିତ୍ସା ସୁବିଧା !!!

ବାଣପୁର ( ଆବାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକରଣ ଗ୍ରାମରୁ ଟିପର ଚୋରି ଘଟଣା ର ପର୍ଦ୍ଦାଫାସ କଲା ସୁକିନ୍ଦା ପୋଲିସ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକରଣ ଗ୍ରାମରୁ ୨୧ ତାରିଖ ବିଳମ୍ବିତ ରାତିରେ ଡ୍ରାଇଭର ଅମ୍ବୁଜ…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ବିଶ୍ୱ…

ଆମ ରିପୋଟରକଟକଜିଲ୍ଲା

ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନ ଦ୍ୱାରା କୃଷକ ମେଳା ଆୟୋଜିତ !!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଶିମିଳିପୁର ନିକଟରେ ଥିବା ଭାରତ ପେଟ୍ରୋଲିୟମ ଶାଖା ର ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନ…

ଆମ ରିପୋଟରଗଜପତିଜିଲ୍ଲା

ପୂର୍ବତନ ୱାର୍ଡ ମେମ୍ବର ଙ୍କ ନିଧନରେ ଶୋକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତ ନୂଆ କେରାଣ୍ଡି ଗ୍ରାମର ପୂର୍ବତନ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅସହାୟ ପିଲାଙ୍କୁ କୋଳାଇ ନେଲା ମାନବ ସେବାଶ୍ରମ !!!

ତାଳଚେର ( ଆୱାଜ ମିଡ଼ିଆ ) ଜମ୍ବେଶ୍ଵର ପଟ୍ଟନାୟକ : ଅସହାୟଙ୍କ ସାହା ପାଲଟିଛି ମାନବ ସେବାଶ୍ରମ . ତାଳଚେର ଉପକଣ୍ଠ ଏକ ଗ୍ରାମରେ ଦୁଇ ଝିଅ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ଗାନ୍ଧୀ ପାର୍କରେ ସତ୍ୟାଗ୍ରହ ଓ ସଫେଇ କାର୍ଯ୍ୟ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ , ଗାନ୍ଧୀଜୀ ସ୍ମାରକୀ ଏବଂ ଉଫୁନା ତରଫରୁ ଗାନ୍ଧୀ…

ଅପରାଧଆମ ରିପୋଟରକଟକଜିଲ୍ଲା

ବିଜେପି ର ଥାନା ଘେରାଉ !!!

ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବୁରୁଧର ବେହେରା : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମାହାଙ୍ଗା ଡବଲ…

ଆମ ରିପୋଟରକନ୍ଧମାଳଜିଲ୍ଲା

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା…