ସିବିଏସଇ ର ନୂତନ ପରୀକ୍ଷା କେନ୍ଦ୍ର ମାନ୍ୟତା ଲାଭ କଲା ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ଦୋରାଗୁଡ଼ା ରେ ଅବସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ କୁ ମିଳିଲା ନୂତନ ପରୀକ୍ଷା କେନ୍ଦ୍ର ମାନ୍ୟତା . ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଏଣିକି ନିଜ ବିଦ୍ୟାଳୟରେ ଟର୍ମ – ୧ ପରୀକ୍ଷା ଦେଇ ପାରିବେ . ସିବିଏସଇ ଦ୍ୱାରା ଚଳିତ ବର୍ଷ ବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି .

Leave a Reply

Your email address will not be published. Required fields are marked *