ଆମ ରିପୋଟରକଟକଜିଲ୍ଲା

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ !!!

ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ଆଠଗଡ଼ ର ପ୍ରସିଦ୍ଧ ଗୋବିନ୍ଦ ମନ୍ଦିରରେ ଥିବା ସିଦ୍ଧେଶ୍ଵରଙ୍କ ନିକଟରେ ଉତ୍କଳ…

ଆମ ରିପୋଟରକଟକଜିଲ୍ଲା

ସ୍ୱର୍ଗତ ବୃନ୍ଦାବନ ରାଉତରାୟ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କୋଟୁଆଁ ରେ ମିନି ମାରାଥନ ଓ କ୍ରୀଡା ପ୍ରତିଯୋଗିତା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ର ସର୍ବ ପୁରାତନ ଆନ୍ତଗ୍ରାମ୍ୟ କ୍ରୀଡା ପରିଷଦ ତରଫରୁ ପ୍ରତି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ୱାମୀ ଅଟକ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଥାନା ଅଧୀନସ୍ଥ ବାଇଗୁଣିଆ ଗ୍ରାମରେ ଘଟିଛି ଅଭାବନୀୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା : ପ୍ରାଣ ହରାଇଲେ ବାଇକ୍ ଆରୋହୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ବାଇକ ଦୁର୍ଘଟଣା…

Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ବାଙ୍କୀ ରେ ଛତୁ ଫୁଟିଲା ପରି ଖୋଲୁଛି କମ୍ପୁଟର ସଂସ୍ଥା !!!

କାମରେ ଆସୁନି ସାର୍ଟିଫିକେଟ : ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଣ ପଞ୍ଜୀକୃତ ସଂସ୍ଥା କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ :…

ଆମ ରିପୋଟରକଟକଜିଲ୍ଲାଭଦ୍ରକଯାଜପୁରରାଜ୍ୟ

ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ସେବା କାର୍ଯ୍ୟକ୍ରମ ପହଞ୍ଚିଲା ୬୨୧ ଦିନରେ ।

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପକ୍ଷୀ ଶିକାରୀ ଗିରଫ : ତିନି ମୃତ ପକ୍ଷୀ ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ପକ୍ଷୀମାନଙ୍କ ଭିଡ ଜମିବା ଆରମ୍ଭ ନହେଉଣୁ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି…

ଆମ ରିପୋଟରକଟକଜିଲ୍ଲା

ଛାତ୍ରଛାତ୍ରୀ ମାନଙ୍କ ନିଯୁକ୍ତି ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର – ବାଲୁଗାଁ ସହରାଞ୍ଚଳରେ ଲାଗୁ ହେଲା ନାଇଟ କର୍ଫ୍ୟୁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କରୋନା ତୃତୀୟ ଲହର ତଥା ନୂଆ ଭାରିଆଣ୍ଟର ସଂକ୍ରମଣ ଆଶଙ୍କା ବଢିବାରେ ଲାଗିଛି ।…