ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ହିନ୍ଦୁ ଦେବାଦେବୀ ଙ୍କୁ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଉତ୍ତେଜନା : ବାଲିଗୁଡାରେ ଦୋକାନ ବଜାର ବନ୍ଦ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ…

ଆମ ରିପୋଟରକଟକଜିଲ୍ଲା

ବ୍ରହ୍ମପୁରା ମଣ୍ଡଳରେ କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ କର୍ମଶାଳା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁରା ମଣ୍ଡଳରେ ଆୟୋଜିତ ହୋଇଯାଇଛି ବିଜେପି କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଦ୍ୟୁତ ସେବା ନାମରେ କାଠ ଚୋରି : ବନ କର୍ମଚାରିଙ୍କ ଦ୍ଵାରା ଶାଗୁଆନ କାଠ ସହ ଗାଡ଼ି ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚୋରା ଶାଗୁଆନ କାଠ ବୋଝେଇ ଟାଟା ଏସି ଜବତ . ଦାମିଆ ବରବରା ଜଙ୍ଗଲରୁ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆଦିବାସୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ !

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜରପଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମର୍ଦ୍ଧନା !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ମଣ୍ଡଳ ତରଫରୁ ଜରପଡା ଥାନା ଛକ ଠାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗାନ୍ଧୀ ଜୟନ୍ତୀରେ ଵସ୍ତ୍ର ବିତରଣ କଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମର ଆଦିବାସୀ ସାହିରେ ୟୋର୍ସ ହୋପ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗାନ୍ଧୀ ଜୟନ୍ତୀ ଅବସରରେ ଆଜାଦୀର ଅମୃତ ମହୋତ୍ସବ – ୨୦୨୧ ପାଳିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଢେଙ୍କାନାଳ…

ଆମ ରିପୋଟରଜିଲ୍ଲାନୟାଗଡ

ଗାନ୍ଧୀ ଜୟନ୍ତୀରେ ମାଗଣା ପୁନର୍ବାସ ଶିବିର ଆୟୋଜିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସର୍ବ ଭାରତୀୟ ମାନବାଧିକାର ସଂଗଠନ ଅଧିନରେ ପରିଚାଳିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସାରା ରାଜ୍ୟରେ ଚମକିଲେ ବାଣପୁର ଛାତ୍ରୀ ସାଇସ୍ୱପ୍ନା !!!

ଓଜେଇଇ ଏମ.ଟେକରେ ହେଲେ ଓଡ଼ିଶା ଟପ୍ପର ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ଓଡ଼ିଶାରେ ବାଣପୁର ର ନାମକୁ ଗୌରବାନ୍ୱିତ…