ନାମାଙ୍କନ ପତ୍ର ଦାଖଲ କଲେ ଭାଗିରଥି ପାଣି : ଡମପଡା ବ୍ଲକ ଅଧ୍ୟକ୍ଷ ପାଇଁ ଅନ୍ୟତମ ଦାବିଦାର ।

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ରଗଡ଼ି ପଞ୍ଚାୟତର ସମିତି ସଭ୍ୟ ପାଇଁ ଟାଣୁଆ ଯୁବନେତା ଭାଗିରଥି ପାଣି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଗତ ଦିନରେ ଭାଗିରଥି ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିବା ବେଳେ ଏବେ ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଦାୟିତ୍ୱରେ ଅଛନ୍ତି । ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡମପଡା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଭାଗିରଥି ଅନ୍ୟତମ ଦାବିଦାର ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *