ମଙ୍ଗଳପୁର ଛକ ପାଖ ରାସ୍ତା କଡ଼ ଜଙ୍ଗଲରେ ପଡ଼ି ରହିଛି ଅଜଣା ବ୍ୟକ୍ତିଙ୍କ କଟା ଗୋଡ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଙ୍ଗଳପୁର ଛକ ପାଖ ରାସ୍ତା କଡ଼ ଜଙ୍ଗଲରେ ପଡ଼ି ରହିଛି ଅଜଣା ବ୍ୟକ୍ତିଙ୍କ କଟା ଗୋଡ . ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ପାଖ ରାସ୍ତା କଡ଼ ଜଙ୍ଗଲରେ ଅଜଣା ବ୍ୟକ୍ତିଙ୍କର କଟା ଗୋଡ ପଡ଼ି ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଚର୍ଚ୍ଚା . ଶନିବାର ସକାଳ ସମୟରେ ଏହା ଲୋକଙ୍କ ନଜରକୁ ଆସିବା ପରେ ସୁକିନ୍ଦା ଥାନାକୁ ସୂଚନା ଦେଇଥିଲେ . ସୁକିନ୍ଦା ପୋଲିସ ସୂଚନା ପାଈ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି .

Leave a Reply

Your email address will not be published. Required fields are marked *