ବାଣ ନିଆଁ ପଡି ପୋଡିଗଲା ୪ ବଖରା ଘର !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ହଜ ପଞ୍ଚାୟତ ପଂଚାୟତ ଅନ୍ତର୍ଗତ କଲରାଝର ଗ୍ରାମରେ ଦୀପାବଳି ଅବସରରେ ବାଣ ଫୁଟି ନିଆଁ ପଡି ୪ ବଖରା ଘର ପୋଡିଯାଇଛି । ଖବର ପାଇ ରଣପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । ଗ୍ରାମର କେଳୁ ଚରଣ ଦାଶ, ରବିନ୍ଦ୍ର କୁମାର ଦାଶ, ବିଶ୍ୱମ୍ବର ଦାଶ ଓ ଦଣ୍ଡପାଣି ପ୍ରଧାନଙ୍କର ଗୋଟିଏ ଗୋଟିଏ ବଖରା ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *