ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ରାସ୍ତା ଏବଂ ପାନୀୟ ଜଳ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ବୁଢାପଙ୍କ ଠାରେ ଦାବି ପତ୍ର ପ୍ରଦାନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢାପଙ୍କ ରେଲୱେ ଷ୍ଟେସନ ଠାରେ କେନ୍ଦ୍ରମନ୍ତ୍ରୀ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଆଜି ସକାଳ 10.45 ମିନିଟ ସମୟ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ଏ ଲଢେଇ କଟକ ମାଟିର : ଏ ଲଢେଇ ବାରବାଟୀ ର ହକ୍ ର !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଐତିହାସିକ କଟକ ସହରର ସୌର୍ଯ୍ୟ ବାରବାଟୀ ଦୁର୍ଗର ହକ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସରକାରୀ ସହାୟତାରୁ ବଞ୍ଚିତ ବାଣପୁର ଭେଟେଶ୍ୱର ପଞ୍ଚାୟତର ଦିବ୍ୟାଙ୍ଗ ଅବିନାଶ ନିହାର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରୀ ନାଲିଫିତା ତଳେ ଭିନ୍ନକ୍ଷମଙ୍କ ବର୍ଦ୍ଧିତ ଭତ୍ତା ! ଅଭିଯୋଗ ର ପାଞ୍ଚମାସ ପରେ…

ଆମ ରିପୋଟରଗଜପତିଜିଲ୍ଲା

ପାର୍ବତୀ ଗିରି ଯୋଜନା କୁ ନେଇ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ ପାର୍ବତୀ…

ଆମ ରିପୋଟରଜଗତସିଂହପୁରଜିଲ୍ଲାରାଜ୍ୟ

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୋମଳମତି ଶିଶୁଙ୍କ ମୁହଁରେ ବିକ୍ଷୋଭ ର ନାରା | ବହିଖାତା ଛାଡି ଗେଟ ରେ…

ଆମ ରିପୋଟରଗଜପତିଜିଲ୍ଲା

କେରାଣ୍ଡୀ ଗ୍ରାମରେ ” ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର କେରାଣ୍ଡୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ…

ଆମ ରିପୋଟରଗଜପତିଜିଲ୍ଲା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ LIC OF INDIA ତରଫରୁ ପ୍ରୋତ୍ସାହନ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ LIC OF INDIA ତରଫରୁ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ଙ୍କ କଳା ବ୍ୟାଚ ପରିଧାନ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ଙ୍କ କଳା…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଆଖି ପିଛୁଳାକେ ଘଟିଲା ଦୁର୍ଘଟଣା : ନିମିଷକରେ ଉଡିଗଲା ପ୍ରାଣବାୟୁ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଆଖି ପିଛୁଳାକେ ଘଟିଲା ଦୁର୍ଘଟଣା , ନିମିଷକରେ ଉଡିଗଲା ପ୍ରାଣବାୟୁ ! ବାଇକ୍ ନେଇ…