ପ୍ରସିଦ୍ଧ ଜଳିଆପଡା ମା ମଙ୍ଗଳା ଙ୍କ ପୀଠରେ ଚଈତି ପର୍ବରେ ୫୦ ହଜାର ରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳାଇ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଜଳିଆପଡା ଠାରେ ଓଡିଶା ପ୍ରସିଦ୍ଧ ପୀଠ ମା ମଙ୍ଗଳାଙ୍କ ର ଚଈତି ପର୍ବ ରେ ୫୦ ହଜାର ରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଗୋଟିପୁଅ, ଓଡ଼ିଶୀ, ସଙ୍କୀର୍ତ୍ତନ, ଘୋଡ଼ା ନାଚ, ହୁଳହୁଳି ଘଣ୍ଟବାଦ୍ୟରେ ପୀଠ ଉଛୁଳି ପଡୁଥିଲା । ମା ଙ୍କର ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପନୀ ଦିବସରେ ଅଙ୍କୁରାରୋପଣ ଠାରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ବାନ୍ଧି ରଖିଥିଲା । ଏହି ଉତ୍ସବରେ ସମସ୍ତ କାର୍ଯ୍ୟକର୍ତ୍ତା ଗ୍ରାମବାସି ଓ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *