ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ର ବିଜୁ ଏକ୍ସପ୍ରେସ ୱେ ତଥା ସୋହେଲା ରୁ ପଦ୍ମପୁର ରାସ୍ତା ର ଝୁଲେନବାର ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି ! ତେବେ ଦୁର୍ଘଟଣା ରୁ ଯୁବକଙ୍କ ଜୀବନ ବଞ୍ଚାଇଲା ଏୟାର ସେଫଟି ବ୍ୟାଗ ! ଦୁର୍ଘଟଣାଗ୍ରସ୍ତ ସ୍ବିଫ୍ଟ ଡ଼ିଜାର କାର ଟି ଛତିଶଗଡ଼ ର ବୋଲି ସୂଚନା ମିଳିଛି ! ଆହତ ଯୁବକଙ୍କୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି 108 ଆମ୍ବୁଲାନସ ଯୋଗେଁ ଡାକ୍ତରଖାନାକୁ ପଠାଇଥିଲେ !
ଦୁର୍ଘଟଣା ରୁ ଯୁବକଙ୍କ ଜୀବନ ବଞ୍ଚାଇଲା ଏୟାର ସେଫଟି ବ୍ୟାଗ !!!

