ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ମାଗଣା ପଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗାରାବନ୍ଧ ସେକ୍ସନର କଳାସିଙ୍ଗ ର ତିନୋଟି ଗ୍ରାମର ଗୃହ ପାଳିତ ପଶୁ ମାନଙ୍କୁ ନେଇ ଏକ ମାଗଣା ପଶୁସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ହୋଇଥିଲା ! ଏହି ପଶୁ ଶିବିର ରେ ପ୍ରାୟ 500 ଗୋଟି ଗୃହ ପାଳିତ ପଶୁଙ୍କୁ ମାଗଣାରେ ଚିକିତ୍ସା କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ୍ ଶୁଭ୍ରଜିତ , ଗୁରାଣ୍ଡି ପଶୁ ଚିକିତ୍ସକ ଦିଲ୍ଲୀପ ସାହୁ, ବନପାଳ ଦୁର୍ଯୋଧନ ଜେନା, ବନରକ୍ଷୀ ଗିରିଶ କୁମାର ଏବଂ ପାରା ଫରେଷ୍ଟ ଷ୍ଟାଫ ଉପସ୍ଥିତ ଥିଲେ ।

 

 

Leave a Reply

Your email address will not be published. Required fields are marked *