ରୋଟାରୀ କ୍ଲବ ଅଫ ତାଳଚେର ତରଫରୁ ଶୀତଳ ପାନୀୟ ଜଳ ଏବଂ ସରବତ ବଣ୍ଟନ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ବଢୁଛି ଗ୍ରୀଷ୍ମର ପ୍ରକୋପ ! ରାଜ୍ୟ ର ବିଭିନ୍ନ ଜିଲାରେ ତାପମାତ୍ରା ଚାଳିଶ ଉପରେ ଥିବା ସମୟରେ କୋଇଲା ନଗରୀ ତାଳଚେରରେ ତାତି ଅସହ୍ୟ ! ପଥଚାରୀ ଏବଂ ସାଧାରଣ ଲୋକଙ୍କୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ବସ୍ତି ଦେବା ପାଇଁ ରୋଟାରୀ କ୍ଲବ ଅଫ ତାଳଚେର ର ନିଆରା ପ୍ରୟାସ ! ତାଳଚେର ଶର୍ମା ଛକ ନିକଟରେ କ୍ଲବ ର ସଦସ୍ୟ ମାନେ ଲୋକଙ୍କୁ ବାଣ୍ଟିଥିଲେ ଶୀତଳ ପାନୀୟ ଜଳ ! ରୋଟାରୀ କ୍ଲବ ଅଫ ତାଳଚେର ର ସଭାପତି , ସମ୍ପାଦକ , ସ୍ଥାନୀୟ ସମାଜସେବୀ ବାପି ମହାନ୍ତି ଉପସ୍ଥିତ ରହି ଜଳ ଏବଂ ସରବତ ବଣ୍ଟନ କରିଥିବା ସମୟରେ ବହୁ ରୋଟାରୀଆନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *